ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ପ୍ରଶିକ୍ଷଣ ବର୍ଗ: ଓଡିଶାରୁ ଯୋଗଦେଲେ ୪ ପ୍ରତିନିଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଜିଆବାଦ ମେରଠରୋଡ଼ ସ୍ଥିତ ଆରକେଜିଆଇଟି ଓମେନ୍ସ କଲେଜରେ ଆଜିଠାରୁ ବିଜେପି ମହିଳା ମୋର୍ଚ୍ଚାର ୩ ଦିନିଆ ରାଷ୍ଟ୍ରୀୟ ପ୍ରଶିକ୍ଷଣ ବର୍ଗ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୫ ପ୍ରତିନିଧି ଯୋଗଦେଇଥିଲେ। ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ରାମ ଲାଲ, କେନ୍ଦ୍ରୀୟ ବିଦେଶ ରାଜ୍ୟମନ୍ତ୍ରୀ ଜେନେରାଲ ବି.କେ ସିଂ ଯୋଗଦେଇଥିଲେ। […]

bjp mahila convaction in delhi

bjp mahila convaction in delhi

Rakesh Mallick
  • Published: Friday, 20 April 2018
  • Updated: 20 April 2018, 09:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଜିଆବାଦ ମେରଠରୋଡ଼ ସ୍ଥିତ ଆରକେଜିଆଇଟି ଓମେନ୍ସ କଲେଜରେ ଆଜିଠାରୁ ବିଜେପି ମହିଳା ମୋର୍ଚ୍ଚାର ୩ ଦିନିଆ ରାଷ୍ଟ୍ରୀୟ ପ୍ରଶିକ୍ଷଣ ବର୍ଗ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୫ ପ୍ରତିନିଧି ଯୋଗଦେଇଥିଲେ। ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ରାମ ଲାଲ, କେନ୍ଦ୍ରୀୟ ବିଦେଶ ରାଜ୍ୟମନ୍ତ୍ରୀ ଜେନେରାଲ ବି.କେ ସିଂ ଯୋଗଦେଇଥିଲେ। ଅନ୍ୟାନ୍ୟ ଦିବସରେ ମହିଳା ମୋର୍ଚ୍ଚାର ଅନ୍ୟାନ୍ୟ ପଦାଧିକାରୀ, ମନ୍ତ୍ରୀମାନେ ଯୋଗଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟକର୍ତ୍ତାଙ୍କୁ କାନୁନ ଅଧିକାର, ମହିଳା ସୁରକ୍ଷା, ମହିଳା ବୁଥ ରଚନା, ନିର୍ବାଚନ ପରିଚାଳନା ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯିବ। ୩ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ବର୍ଗରେ ସମୁଦାୟ ୧୪ଟି ସତ୍ର ରହିବ। ରବିବାର କାର୍ଯ୍ୟକ୍ରର୍ମ ଉଦ୍‌ଯାପନୀ ଦିବସ। ଅନ୍ତିମ ଦିବସରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଉଦବୋଧନ ଦେବାର କାର୍ଯ୍ୟକ୍ରର୍ମ ରହିଛି। ଏହି ରାଷ୍ଟ୍ରୀୟ ପ୍ରଶିକ୍ଷଣ ବର୍ଗରେ ଯୋଗଦେବା ପାଇଁ ଓଡ଼ିଶାରୁ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ପ୍ରତିଭା ଶତପଥୀ, ସୁଷମା ବିଶ୍ୱାଳ, ବବିତା ପାତ୍ର ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story