ରାଜ୍ୟପାଳଙ୍କୁ ସାକ୍ଷାତ କଲା ମହିଳା ମୋର୍ଚ୍ଚା

ଭୁବନେଶ୍ୱର(ଦେବଦତ୍ତ ରଥ):ରାଜ୍ୟରେ ବଢିଚାଲିଥିବା ଦୁଷ୍କର୍ମ ଘଟଣା ପ୍ରତିବାଦରେ ଆଜି ଭୁବନେଶ୍ୱର ଲୋଏର ପିଏମ୍‌ଜି ଛକ ନିକଟରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଉପସଭାପତି ସୁଷମା ବିଶ୍ୱାଳ, ସ୍ମୃତି ପଟ୍ଟନାୟକ, ପିଙ୍କି ପ୍ରଧାନ, ଡଃ:ଲେଖାଶ୍ରୀ ସାମନ୍ତସିଂହାର, ସୁରମା ପାଢ଼ୀ, ସଙ୍ଗୀତା ସିଂଦେଓ, ଡା:ଐଶ୍ୱର୍ଯ୍ୟା ବିଶ୍ୱାଳ,ସଂପାଦିକା ସବିତା ନନ୍ଦ,ସୀମିତିନି ଜେନା ଆଦି ମହିଳା ମୋର୍ଚ୍ଚାର ଏକ ଟିମ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର […]

31948262_1885301754835752_5834842281412132864_n

31948262_1885301754835752_5834842281412132864_n

Rakesh Mallick
  • Published: Monday, 07 May 2018
  • Updated: 07 May 2018, 10:10 PM IST

Sports

Latest News

ଭୁବନେଶ୍ୱର(ଦେବଦତ୍ତ ରଥ):ରାଜ୍ୟରେ ବଢିଚାଲିଥିବା ଦୁଷ୍କର୍ମ ଘଟଣା ପ୍ରତିବାଦରେ ଆଜି ଭୁବନେଶ୍ୱର ଲୋଏର ପିଏମ୍‌ଜି ଛକ ନିକଟରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଉପସଭାପତି ସୁଷମା ବିଶ୍ୱାଳ, ସ୍ମୃତି ପଟ୍ଟନାୟକ, ପିଙ୍କି ପ୍ରଧାନ, ଡଃ:ଲେଖାଶ୍ରୀ ସାମନ୍ତସିଂହାର, ସୁରମା ପାଢ଼ୀ, ସଙ୍ଗୀତା ସିଂଦେଓ, ଡା:ଐଶ୍ୱର୍ଯ୍ୟା ବିଶ୍ୱାଳ,ସଂପାଦିକା ସବିତା ନନ୍ଦ,ସୀମିତିନି ଜେନା ଆଦି ମହିଳା ମୋର୍ଚ୍ଚାର ଏକ ଟିମ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ ନାରୀମାନଙ୍କର ସୁରକ୍ଷା ପାଇଁ ଏପରି ଆନ୍ଦୋଳନ ଜାରି ରହିବ ଏବଂ ଆବଶ୍ୟକ ପଡ଼ିଲେ ମହିଳା ମୋର୍ଚ୍ଚା ଏନେଇ ରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos