ବିଜେପିର ରାଷ୍ଟୀୟ କାର୍ଯ୍ୟକାରିଣୀ: ପ୍ରତିକ୍ରୀୟା ରଖିଲେ ବିଜେଡି,କଂଗ୍ରେସ

ଭୁବନେଶ୍ୱର:ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଉପରେ  ପ୍ରତିକ୍ରୀୟା ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ବିଜେପିର ଏହି କାର୍ଯ୍ୟକ୍ରମକୁ ନେଇ ସେ ଆଦୌ ବିଚଳିତ ନୁହନ୍ତି। ଏହାର କୌଣସି ପ୍ରଭାବ ରାଜ୍ୟରେ ପଡ଼ିବ ନାହିଁ। ସେପଟେ କଂଗ୍ରେସ, ବିଜେପିର ଏହି କାର୍ଯ୍ୟକାଣୀକୁ ଆହ୍ବାନଭାବେ  ଗ୍ରହଣ କରିଛି। ସଂଗଠନକୁ ଅଧିକ ମଜଭୁତ୍ କରିବା  ସହ ଦଳକୁ ଲୋକାଭିମୁଖୀ କରିବା ପାଇଁ ପଦେକ୍ଷପ ନେବ ବୋଲି କହିଛନ୍ତି କଂଗ୍ରେସ […]

BJD-BJP-Cong-4

BJD-BJP-Cong-4

Rakesh Mallick
  • Published: Saturday, 15 April 2017
  • Updated: 15 April 2017, 11:09 PM IST

Sports

Latest News

ଭୁବନେଶ୍ୱର:ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଉପରେ  ପ୍ରତିକ୍ରୀୟା ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ବିଜେପିର ଏହି କାର୍ଯ୍ୟକ୍ରମକୁ ନେଇ ସେ ଆଦୌ ବିଚଳିତ ନୁହନ୍ତି। ଏହାର କୌଣସି ପ୍ରଭାବ ରାଜ୍ୟରେ ପଡ଼ିବ ନାହିଁ। ସେପଟେ କଂଗ୍ରେସ, ବିଜେପିର ଏହି କାର୍ଯ୍ୟକାଣୀକୁ ଆହ୍ବାନଭାବେ  ଗ୍ରହଣ କରିଛି। ସଂଗଠନକୁ ଅଧିକ ମଜଭୁତ୍ କରିବା  ସହ ଦଳକୁ ଲୋକାଭିମୁଖୀ କରିବା ପାଇଁ ପଦେକ୍ଷପ ନେବ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଗଣେଶ୍ୱର ବେହେରା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story