ଅମିତ ଶାହାଙ୍କ କଟଆଉଟ୍‌ ଚିରିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱର ପାୱାର ଛକ ହାଉସ୍‌ରେ ଲାଗିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କଟ୍‌ଆଉଟ୍‌ ଚିରାଯାଇଛି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଚିରିଥିବା ଅଭିଯୋଗ ହୋଇଛି। ସିଆର୍‌ପିରୁ ପାୱାର ଛକ ଅଭିମୁଖେ ଯାଇଥିବା ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶାହାଙ୍କର ବଡ଼ବଡ଼ କଟଆଉଟ୍‌ ଲାଗିଥିଲା। ତେବେ ନରେନ୍ଦ୍ର ମୋଦିଙ୍କ କଟଆଉଟ୍‌ ଠିକ୍‌ ଥିବା ବେଳେ ଅମିତଙ୍କ କଟଆଉଟ୍‌ ଚିରାଯାଇଛି। ସେହିପରି ପାୱାର ଛକରୁ ଏଜି ଛକକୁ ଯାଇଥିବା ରାସ୍ତାରେ ଲାଗିଥିବା ଶାହାଙ୍କ […]

amit saha

amit saha

Rakesh Mallick
  • Published: Saturday, 15 April 2017
  • Updated: 15 April 2017, 02:13 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ପାୱାର ଛକ ହାଉସ୍‌ରେ ଲାଗିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କଟ୍‌ଆଉଟ୍‌ ଚିରାଯାଇଛି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଚିରିଥିବା ଅଭିଯୋଗ ହୋଇଛି।

ସିଆର୍‌ପିରୁ ପାୱାର ଛକ ଅଭିମୁଖେ ଯାଇଥିବା ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶାହାଙ୍କର ବଡ଼ବଡ଼ କଟଆଉଟ୍‌ ଲାଗିଥିଲା। ତେବେ ନରେନ୍ଦ୍ର ମୋଦିଙ୍କ କଟଆଉଟ୍‌ ଠିକ୍‌ ଥିବା ବେଳେ ଅମିତଙ୍କ କଟଆଉଟ୍‌ ଚିରାଯାଇଛି। ସେହିପରି ପାୱାର ଛକରୁ ଏଜି ଛକକୁ ଯାଇଥିବା ରାସ୍ତାରେ ଲାଗିଥିବା ଶାହାଙ୍କ ପୋଷ୍ଟର ଓ କଟଆଉଟ୍‌ ଚିରାଯାଇଥିବା ଅଭିଯୋଗ ହୋଇଛି।

ଶନିବାର ଓ ରବିବାର ଭୁବନେଶ୍ୱରରେ ହେଉଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରାୟ ୩୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେଉଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ ୧୦୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏପରି ସ୍ଥଳେ ଅମିତ ଶାହାଙ୍କ କଟଆଉଟ୍‌ ଚିରାଯାଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସନ୍ଦେହ ପ୍ରକାଶ ପାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story