ଏପ୍ରିଲରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର: ଆସନ୍ତା ଏପ୍ରିଲରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ସେ ରାଜ୍ୟର ବୁଥ୍‌ସ୍ତରରେ ଦଳର ସ୍ଥିତି ତଦାରଖ କରିବା ସହିତ କର୍ମୀ ସମ୍ମିଳନୀରେ ଯୋଗ ଦେବେ। ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ। ଓଡ଼ିଶାରେ ଶେଷ ହୋଇଥିବା ତ୍ରିସ୍ତରୀୟ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା ବିଜେପି ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛି। ଯାହା ଓଡ଼ିଶାରେ ବିଜେପି କର୍ମକର୍ତ୍ତାଙ୍କ ମନୋବଳକୁ ସୁଦୃଢ଼ କରିଛି। […]

amit-shah

amit-shah

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 04:44 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ଏପ୍ରିଲରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ସେ ରାଜ୍ୟର ବୁଥ୍‌ସ୍ତରରେ ଦଳର ସ୍ଥିତି ତଦାରଖ କରିବା ସହିତ କର୍ମୀ ସମ୍ମିଳନୀରେ ଯୋଗ ଦେବେ। ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ।

ଓଡ଼ିଶାରେ ଶେଷ ହୋଇଥିବା ତ୍ରିସ୍ତରୀୟ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା ବିଜେପି ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛି। ଯାହା ଓଡ଼ିଶାରେ ବିଜେପି କର୍ମକର୍ତ୍ତାଙ୍କ ମନୋବଳକୁ ସୁଦୃଢ଼ କରିଛି। ତେବେ ଏପ୍ରିଲରେ ଅମିତଙ୍କ ଓଡ଼ିଶା ଗସ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos