ବାଲେଶ୍ୱର: ଚିଟ୍‌ଫଣ୍ଡ ଘୋଟାଲା ପ୍ରସଙ୍ଗ ନେଇ ବିଜେପିର ବିକ୍ଷୋଭ

ବାଲେଶ୍ୱର:ଚିଟ୍‌ଫଣ୍ଡ ଘୋଟାଲାରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ନେଇ ବାଲେଶ୍ୱରରେ ଜିଲ୍ଲା ବିଜେପି ପକ୍ଷରୁ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଧାରଣା ଦିଆଯାଇଥିଲା। ବିଜେପି ପକ୍ଷରୁ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଓ ଚିଟ୍‌ଫଣ୍ଡ କମିଶନ ଅଧ୍ୟକ୍ଷ ଜଷ୍ଟିସ ଏମ୍‌ଏମ୍‌ ଦାସଙ୍କ ବହିଷ୍କାର ଦାବି କରାଯାଇଥିଲା। ସେହିଭଳି ରାସନକାର୍ଡ ବଣ୍ଟନରେ ଦୁର୍ନୀତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି ଏହି ଧାରଣା ଦେଇଥିଲା।

bjp protest

bjp protest

Rakesh Mallick
  • Published: Thursday, 05 May 2016
  • Updated: 05 May 2016, 09:53 AM IST

Sports

Latest News

ବାଲେଶ୍ୱର:ଚିଟ୍‌ଫଣ୍ଡ ଘୋଟାଲାରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ନେଇ ବାଲେଶ୍ୱରରେ ଜିଲ୍ଲା ବିଜେପି ପକ୍ଷରୁ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଧାରଣା ଦିଆଯାଇଥିଲା। ବିଜେପି ପକ୍ଷରୁ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଓ ଚିଟ୍‌ଫଣ୍ଡ କମିଶନ ଅଧ୍ୟକ୍ଷ ଜଷ୍ଟିସ ଏମ୍‌ଏମ୍‌ ଦାସଙ୍କ ବହିଷ୍କାର ଦାବି କରାଯାଇଥିଲା। ସେହିଭଳି ରାସନକାର୍ଡ ବଣ୍ଟନରେ ଦୁର୍ନୀତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି ଏହି ଧାରଣା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos