ଏମିତି ଶୃଙ୍ଖଳିତ ବିଜେପି କର୍ମୀ: ଅଣ୍ଡା ଓ ଟମାଟୋ ଫିଙ୍ଗିଲେ; ପଚାରିବାରୁ କହିଲେ-ବିଜେଡି ବାଲାଏ ଛଦ୍ମବେଶରେ ଆସି ଫିଙ୍ଗିଛନ୍ତି

କଟକ (ଓଡ଼ିଶା ରିପୋର୍ଟର): ସିଏମସି କାର୍ଯ୍ୟାଳୟ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ ହୋଇଛି। କଟକ ସହରର ବିଭିନ୍ନ ସମସ୍ୟା ନେଇ ସିଏମସି ଆଗରେ ବିଜେପିର ଆନ୍ଦୋଳନ ଚାଲିଥିବା ବେଳେ ଏପରି ଟମାଟୋ ଓ ଅଣ୍ଡାମାଡ ହୋଇଛି। ଏମିତିକି କର୍ମୀଙ୍କ ପଥର ମାଡରେ ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ମାତ୍ର ପଥର ମାଡ଼କୁ ବିଜେପି ପ୍ରତ୍ୟାକ୍ଷାନ କରିଛି। ଛଦ୍ମବେଶରେ ବିଜେଡି କର୍ମୀ ଆସି ପଥର ମାଡ଼ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। […]

bjp protest in cuttack

bjp protest in cuttack

Rakesh Mallick
  • Published: Thursday, 11 January 2018
  • Updated: 11 January 2018, 06:10 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ସିଏମସି କାର୍ଯ୍ୟାଳୟ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ ହୋଇଛି। କଟକ ସହରର ବିଭିନ୍ନ ସମସ୍ୟା ନେଇ ସିଏମସି ଆଗରେ ବିଜେପିର ଆନ୍ଦୋଳନ ଚାଲିଥିବା ବେଳେ ଏପରି ଟମାଟୋ ଓ ଅଣ୍ଡାମାଡ ହୋଇଛି। ଏମିତିକି କର୍ମୀଙ୍କ ପଥର ମାଡରେ ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ମାତ୍ର ପଥର ମାଡ଼କୁ ବିଜେପି ପ୍ରତ୍ୟାକ୍ଷାନ କରିଛି। ଛଦ୍ମବେଶରେ ବିଜେଡି କର୍ମୀ ଆସି ପଥର ମାଡ଼ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

କଟକ ସହରରେ ଜାଇକା କାମ ମନ୍ଥର ଗତିରେ ଚାଲିଛି। ପରିମଳ ଓ ବିକାଶ ଏକଦମ୍ ଠପ୍ ହୋଇଯାଇଛି। ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଟକ ନଗର ବିଜେପି ପକ୍ଷରୁ ଆଜି ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ  କରାଯାଉଥିଲା। ପରେ ବିଜେପି କର୍ମୀମାନେ ବଳପୂର୍ବକ ସିଏମ୍‌ସି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା। ଫଳରେ ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ପରେ ବିଜେପି କର୍ମୀମାନେ ସିଏମସି କାର୍ଯ୍ୟାଳୟ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ। କେବଳ ସେତିକି ନୁହେଁ, ଆନ୍ଦୋଳନକାରୀଙ୍କ ପଥର ମାଡରେ ଜଣେ ପୋଲିସ ଅଧିକାରୀଙ୍କ ମୁଣ୍ଡ ମଧ୍ୟ ଫ।ଟି ଯାଇଛି। ବିଜେଡି କର୍ମୀମାନେ ଛଦ୍ମରେ ଭିଡରେ ସାମିଲ ହୋଇ ପୋଲିସ ଉପରକୁ ପଥର ମାଡ କରିଥିବା ବିଜେପି ଅଭିଯୋଗ କରିଛନ୍ତି।

ବିଜେପିର ଏହା ଗୁଣ୍ଡା ରାଜ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ବିଧାୟକ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି-“କଟକରେ ଜଣେ ନୂଆ ବ୍ରାହ୍ମଣ ପୀତାମ୍ୱର ଆଚାର୍ଯ୍ୟ ଏବେ ବିଜେପିର ନେତୃତ୍ୱ ନେଉଛନ୍ତି। ଯିଏ ଲୁଲ ସେନାରୁ ଆସିଛନ୍ତି। ତାଙ୍କଠାରୁ ଏହି ସବୁ ଗୁଣ୍ଡାରାଜ ଆଶ କରାଯାଏ। କେବଳ ସେତିକି ନୁହେଁ ବିଜେପି ନେତା ସମୀର ଦେ ମନ୍ତ୍ରୀ ଥିବା ବେଳେ କେବଳ ନିଜର ସମ୍ପତ୍ତି ବୃଦ୍ଧି କରିଛନ୍ତି।”

ବିଧାୟକ ଦେବାଶିଷ ସାମନ୍ତରାୟ ଠିକାଦାରି କରିବା ପାଇଁ ରାଜନୀତିକୁ ଆସିଛନ୍ତି ବୋଲି ବିଜେପି ପ୍ରବକ୍ତା ପୀତାମ୍ୱର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ସମୀର ଦେ ମଧ୍ୟ ଦେବାଶିଷଙ୍କ ପ୍ରତିକ୍ରିୟାର ଉତ୍ତର ରଖିବାକୁ ଯାଇ କହିଛନ୍ତି-“କାହା ସମୟରେ କଣ କାମ ହୋଇଛି ସେ ଖୋଲାମଞ୍ଚରେ ତର୍କ କରିବା ପାଇଁ ପ୍ରସ୍ତୁତ।”

ଅନ୍ୟପକ୍ଷରେ ସିଏମସିର ସ୍ଥାଣୁତା ନେଇ ବିଜେପିର ଅଭିଯୋଗକୁ କଣ୍ଡନ କରିଛନ୍ତି ସିଏମସି କମିଶନର ବିକାଶ ମହାପାତ୍ର। କଟକ ସହରରେ ଜାଇକା କାମ ଠିକ୍ ଚାଲିଛି ଏବଂ ସହରର ଭୌଗିଳିକ ସ୍ଥିତି ଏଥିରେ ଅନ୍ତରାୟ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story