ବ୍ରହ୍ମପୁରରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବିରୋଧ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କର୍ମଶାଳାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼. ପ୍ରଦୀପ ପାଣିଗ୍ରାହୀ ଯୋଗ ଦେବାକୁ ଆସିଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି କର୍ମଶାଳାରେ  ଖାଉଟି ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇଥିଲେ। ତେବେ ସଭା ଅଧାରୁ ସଞ୍ଜୟ ଦାସବର୍ମା ଚାଲି ଯାଇଥିବା ବେଳେ ସଭା ସାରି ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଅତିଥି ଭବନକୁ ଯାଇଥିଲେ। […]

bjp-

bjp-

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 07:41 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କର୍ମଶାଳାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼. ପ୍ରଦୀପ ପାଣିଗ୍ରାହୀ ଯୋଗ ଦେବାକୁ ଆସିଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ଏହି କର୍ମଶାଳାରେ  ଖାଉଟି ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇଥିଲେ। ତେବେ ସଭା ଅଧାରୁ ସଞ୍ଜୟ ଦାସବର୍ମା ଚାଲି ଯାଇଥିବା ବେଳେ ସଭା ସାରି ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଅତିଥି ଭବନକୁ ଯାଇଥିଲେ। ସେଠାରୁ ସେ ଫେରୁଥିବା ବେଳେ ଗେଟ୍ ବାହାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। କନ୍ଧମାଳ ଘଟଣାର ପୀଡିତଙ୍କୁ ମନ୍ତ୍ରୀମାନେ ମେଡିକାଲ୍‌ରେ ନ ଭେଟି ଏହି କାର୍ଯ୍ୟକ୍ରମକୁ କାହିଁକି ଆସିଛନ୍ତି ବୋଲି ସେମାନେ କହିଥିଲେ। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ପୁଲିସ କର୍ମୀମାନଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ପୁଲିସ ଭ୍ୟାନ୍‌ରେ ବସାଇ ଦେଇଥିଲା। କିଛି ସମୟ ଅଟକ ରଖିବା ପରେ ପୋଲିସ୍ ସେମାନଙ୍କୁ ଛାଡ଼ି ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story