ରାଜ୍ୟରେ ପଡ଼ିଛି ରାନସମ୍‌ୱେର ଚଡ଼କ; କୁଆଡ଼େ ଗଲେ ଆଇଟି ପରାମର୍ଶଦାତା ପିଟ୍ରୋଡ଼ା? ବିଜେପି କଲା ପ୍ରଶ୍ନ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ରାନସମ୍‌ୱେର ଭାଇରସ୍ ଆଟାକ୍ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଆଇଟି  ପରାମର୍ଶଦାତା ସାମ୍ ପିଟ୍ରୋଡ଼ାଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ‘ବର୍ତ୍ତମାନ ସମୟରେ ସରକାରଙ୍କ ଆଇଟି ପରାମର୍ଶ ଦାତା ଗଲେ କୁଆଡ଼େ? ଏଭଳି ଏକ ସମୟରେ ତାଙ୍କର ପତ୍ତା ମିଳୁ ନାହିଁ।”ଏନ୍‌ଆରଆଇଙ୍କୁ ପରାମର୍ଶଦାତା କରିବାରୁ ସରକାର ବିରତ ରୁହନ୍ତୁ ବୋଲି ସଜ୍ଜନ ଦାବି କରିଛନ୍ତି। ଏହା […]

pitroda

pitroda

Rakesh Mallick
  • Published: Thursday, 18 May 2017
  • Updated: 20 May 2017, 04:08 PM IST

Sports

Latest News

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ରାନସମ୍‌ୱେର ଭାଇରସ୍ ଆଟାକ୍ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଆଇଟି  ପରାମର୍ଶଦାତା ସାମ୍ ପିଟ୍ରୋଡ଼ାଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ‘ବର୍ତ୍ତମାନ ସମୟରେ ସରକାରଙ୍କ ଆଇଟି ପରାମର୍ଶ ଦାତା ଗଲେ କୁଆଡ଼େ? ଏଭଳି ଏକ ସମୟରେ ତାଙ୍କର ପତ୍ତା ମିଳୁ ନାହିଁ।”ଏନ୍‌ଆରଆଇଙ୍କୁ ପରାମର୍ଶଦାତା କରିବାରୁ ସରକାର ବିରତ ରୁହନ୍ତୁ ବୋଲି ସଜ୍ଜନ ଦାବି କରିଛନ୍ତି।

ଏହା ପୂର୍ବରୁ ସାମ୍ ପିଟ୍ରୋଡ଼ାଙ୍କୁ ରାଜ୍ୟ ସରକାର ତାଙ୍କ ଆଇଟି ପରାମର୍ଶଦାତା ପଦବୀରୁ ବିଦା କରନ୍ତୁ ବୋଲି ବିଜେପି ଦାବି କରିଥିଲା। ଏପରିକି ଏନେଇ ଦଳୀୟ ନେତାମାନେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story