ବିଜେପି ସାଂଗଠନିକ ନିର୍ବାଚନ ଲାଗି ବୈଠକ ଆରମ୍ଭ: ସହମତି ଭିତ୍ତିରେ ଜିଲ୍ଲା ସଭାପତି ଚୟନ ପାଇଁ ପ୍ରୟାସ

ଭୁବନେଶ୍ୱର: ବିଜେପି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଗେଇ ନେବାକୁ ଆଜିଠାରୁ ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଆରମ୍ଭ ହୋଇଛି। ଏହି ବୈଠକ ୪ଦିନ ଧରି ଚାଲିବ। ଏଥିରେ ସହମତି ଭିତ୍ତିରେ କିପରି ଜିଲ୍ଲା ସଭାପତି ଚୟନ କରାଯିବ ସେ ନେଇ ଦଳ ପକ୍ଷରୁ ପ୍ରୟାସ କରାଯାଉଛି। ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରୀୟ ସଂଗଠନ ଯୁଗ୍ମ ସାଧରଣ  ସମ୍ପାଦକ ସୌଦାନ ସିଂ ଏବଂ ରାଜ୍ୟ ନେତୃବୃନ୍ଦ ଯୋଗ ଦେଇଛନ୍ତି। ବିଶେଷ କରି ଜିଲ୍ଲା ସଭାପତି ଚୟନକୁ […]

bjp-meeting

bjp-meeting

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 11:14 AM IST

ଭୁବନେଶ୍ୱର: ବିଜେପି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଗେଇ ନେବାକୁ ଆଜିଠାରୁ ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଆରମ୍ଭ ହୋଇଛି। ଏହି ବୈଠକ ୪ଦିନ ଧରି ଚାଲିବ। ଏଥିରେ ସହମତି ଭିତ୍ତିରେ କିପରି ଜିଲ୍ଲା ସଭାପତି ଚୟନ କରାଯିବ ସେ ନେଇ ଦଳ ପକ୍ଷରୁ ପ୍ରୟାସ କରାଯାଉଛି।

ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରୀୟ ସଂଗଠନ ଯୁଗ୍ମ ସାଧରଣ  ସମ୍ପାଦକ ସୌଦାନ ସିଂ ଏବଂ ରାଜ୍ୟ ନେତୃବୃନ୍ଦ ଯୋଗ ଦେଇଛନ୍ତି। ବିଶେଷ କରି ଜିଲ୍ଲା ସଭାପତି ଚୟନକୁ ଚୂଡାନ୍ତ କରିବାକୁ ଏଥିରେ ଆଲୋଚନା ହେଉଛି। ଦଳର ୩୬ଟି ସାଂଗଠନିକ ଜିଲ୍ଲା ଭିତରୁ ୯ଟି ଜିଲ୍ଲାର ସଭାପତି ଚୟନ ନେଇ ଆଲୋଚନା କରାଯିବାର ସମ୍ଭାବନା ରହିଛି।

ଜିଲ୍ଲା ସଭାପତି ନିର୍ବାଚନ ପରେ ରାଜ୍ୟ ସଭାପତି ଚୟନ ହେବ। ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ କହିଛନ୍ତି, ସହମତି ଆଧାରରେ ଜିଲ୍ଲା ସଭାପତି ଚୟନ ହେବ। ଏଥିପାଇଁ ସମସ୍ତଙ୍କ ମତ ନିଆଯିବ। ସମସ୍ତଙ୍କୁ ଡକାଯାଇ ଗୋଟି ଗୋଟି କରି ଆଲୋଚନା କରାଯିବ। ଯିଏ ପ୍ରତିଭାବନା ହୋଇଥିବେ ଏବଂ ନବୀନ ପଟ୍ଟନାୟକଙ୍କ ଅମଳରେ ରାଜ୍ୟରେ ହୋଇଥିବା ଜନ ବିରୋଧୀ କାର୍ଯ୍ୟକୁ ଲୋକଙ୍କ ସମ୍ମୁଖକୁ ଠିକଣା ବାଟରେ ଆଣପାରିବେ ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story