ବିଜେପିର ଅଭିନବ ପ୍ରତିବାଦ; ବ୍ଲକ ଅଫିସ୍ ଆଗରେ ପାଳିଲା ଷଣ୍ଢର ଜନ୍ମଦିନ

ଚାନ୍ଦବାଲି(ଓଡ଼ିଶା ରିପୋର୍ଟର):  ‘ହାପି ବାର୍ଥ ଡେ’ ଟୁ ୟୁ ବୃଷବ ମହାରାଜ’। ଏପରି କହି କେକ୍‌ କାଟି ଷଣ୍ଢର ଜନ୍ମଦିନ ପାଳନ କଲେ ବିଜେପି ଯୁବମୋର୍ଚ୍ଚା କର୍ମୀ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅଫିସ ଆଗରେ। ନିକଟରେ ଜଣେ ବ୍ଲକ କର୍ମଚାରୀ କାର୍ଯ୍ୟାଳୟ ଭିତରେ ଅଫିସ କାର୍ଯ୍ୟ ବନ୍ଦ କରି ସମସ୍ତ କର୍ମଚାରୀଙ୍କୁ ଡାକି ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ଘଟଣାଟି ଲୋକଲୋଚନକୁ ଆସିବା ପରେ ବିଜେପିର ଯୁବମୋର୍ଚ୍ଚା କର୍ମୀମାନେ […]

bjp

bjp

Tapaswini Nayak
  • Published: Sunday, 04 December 2022
  • Updated: 04 December 2022, 08:39 AM IST

Sports

Latest News

ଚାନ୍ଦବାଲି(ଓଡ଼ିଶା ରିପୋର୍ଟର):  ‘ହାପି ବାର୍ଥ ଡେ’ ଟୁ ୟୁ ବୃଷବ ମହାରାଜ’। ଏପରି କହି କେକ୍‌ କାଟି ଷଣ୍ଢର ଜନ୍ମଦିନ ପାଳନ କଲେ ବିଜେପି ଯୁବମୋର୍ଚ୍ଚା କର୍ମୀ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅଫିସ ଆଗରେ।

ନିକଟରେ ଜଣେ ବ୍ଲକ କର୍ମଚାରୀ କାର୍ଯ୍ୟାଳୟ ଭିତରେ ଅଫିସ କାର୍ଯ୍ୟ ବନ୍ଦ କରି ସମସ୍ତ କର୍ମଚାରୀଙ୍କୁ ଡାକି ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ଘଟଣାଟି ଲୋକଲୋଚନକୁ ଆସିବା ପରେ ବିଜେପିର ଯୁବମୋର୍ଚ୍ଚା କର୍ମୀମାନେ ବ୍ଲକ କର୍ମଚାରୀଙ୍କ  ଜନ୍ମଦିନ ପାଳନକୁ ନିନ୍ଦା କରିଥିଲେ। ଏହାସହ ବ୍ଲକ କର୍ମଚାରୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ। ହେଲେ ବିଡିଓ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗତକାଲି ବିଜେପିର ଯୁବମୋର୍ଚ୍ଚା କର୍ମୀମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ।

ଗତକାଲି ଯୁବମୋର୍ଚ୍ଚା କର୍ମୀମାନେ ଏକ ଷଣ୍ଢକୁ ବାନ୍ଧି ତା’ ବେକରେ ଫୁଲମାଳ ପକାଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖକୁ ଶୋଭାଯାତ୍ରାରେ ଆଣିଥିଲେ। ସେଠାରେ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ।

ବିଜେପିର ଯୁବମୋର୍ଚ୍ଚାର ଜଣେ କର୍ମୀ କହିଛନ୍ତି, ସାଧାରଣ ଲୋକଙ୍କ କାର୍ଯ୍ୟ ବନ୍ଦ କରି ଅଫିସରେ ବ୍ଲକ୍ କର୍ମଚାରୀଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା। ଜନ୍ମ ଦିନ ପାଳନ ଉତ୍ସବରେ ଖୋଦ ବିଡିଓ ଉପସ୍ଥିତ ଥିଲେ। ଆମେ ଅଭିନବ ଉପାୟରେ ପ୍ରତିବାଦ କରି ଚେତାଇ ଦେଲୁ ଯେ ବିଡିଓ ୭ ଦିନ ଭିତରେ ଯଦି ବ୍ଲକ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି  ଆଗାମୀ ଦିନରେ ଏହି ଆନ୍ଦୋଳନ ଉଗ୍ର ରୂପ ନେବ।

ଏହି ଘଟଣା ନେଇ ବିଡିଓ ଓ ଜନ୍ମଦିନ ପାଳନ କରିଥିବା ବ୍ଲକ୍‌ କର୍ମଚାରୀଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story