ଗଙ୍ଗାଧର ମେହେରଙ୍କ ନାଁରେ ହୋଇଥିବା ଜଳସେଚନ ପ୍ରକଳ୍ପ ପାଇଁ ଟଙ୍କାଟିଏ ବରାଦ କରାଯାଇନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପୂର୍ବରୁ ଗଙ୍ଗାଧର ମେହେରଙ୍କ ନାଁରେ ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ ରାଜ୍ୟ ସରକାର। ହେଲେ ଏଥିପାଇଁ ଅତିରିକ୍ତ ବଜେଟରେ ଟଙ୍କାଟିଏ ବ୍ୟବସ୍ଥା କରାଯାଇନାହିଁ। ଏହାକୁ ନେଇ ବିଜେପି ଆପତ୍ତି ଉଠାଇଛି। ଏହା ଗଙ୍ଗାଧର ମେହେରଙ୍କ ପ୍ରତି ଅପମାନ ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି। କିଛି ଦିନ ତଳେ ବିଜେପୁରକୁ ଏନ୍‌ଏସି ଘୋଷଣା କରିଥିଲେ ରାଜ୍ୟ ସରକାର। ମାତ୍ର ଏଥିପାଇଁ ମଧ୍ୟ ଅତିରିକ୍ତ ବଜେଟରେ ଅର୍ଥ ବରାଦ କରାଯାଇନାହିଁ। ସୋମବାର […]

Pradeep-Purohit-BJP

Pradeep-Purohit-BJP

Rakesh Mallick
  • Published: Saturday, 02 December 2017
  • Updated: 02 December 2017, 10:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପୂର୍ବରୁ ଗଙ୍ଗାଧର ମେହେରଙ୍କ ନାଁରେ ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ ରାଜ୍ୟ ସରକାର। ହେଲେ ଏଥିପାଇଁ ଅତିରିକ୍ତ ବଜେଟରେ ଟଙ୍କାଟିଏ ବ୍ୟବସ୍ଥା କରାଯାଇନାହିଁ। ଏହାକୁ ନେଇ ବିଜେପି ଆପତ୍ତି ଉଠାଇଛି। ଏହା ଗଙ୍ଗାଧର ମେହେରଙ୍କ ପ୍ରତି ଅପମାନ ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି।

କିଛି ଦିନ ତଳେ ବିଜେପୁରକୁ ଏନ୍‌ଏସି ଘୋଷଣା କରିଥିଲେ ରାଜ୍ୟ ସରକାର। ମାତ୍ର ଏଥିପାଇଁ ମଧ୍ୟ ଅତିରିକ୍ତ ବଜେଟରେ ଅର୍ଥ ବରାଦ କରାଯାଇନାହିଁ। ସୋମବାର ବିଧାନସଭାରେ ଏନେଇ ରାଜ୍ୟ ସରକାରଙ୍କୁ, ତାଙ୍କ ଦଳ ଜବାବ ମାଗିବ ବୋଲି କହିଛନ୍ତି ପ୍ରଦୀପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story