ଆସନ୍ତାକାଲି ସବୁ ଏସପି ଅଫିସ୍ ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପ୍ରସଙ୍ଗରେ ଆସନ୍ତାକାଲି ରାଜ୍ୟର ସମସ୍ତ ଏସପି ଅଫିସ୍ ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା। ବେଟି ବଚାଓ, ନବୀନ ହଟାଓ ଅଭିଯାନ ଆରମ୍ଭ କରିବା ସହ ଏସପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ।  ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ। ସେ କହିଛନ୍ତି.-“କୁନ୍ଦୁଲି ପୀଡ଼ିତାର ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ। ନବୀନ ସରକାର ଓଡ଼ିଶା ପାଇଁ ଅପବାଦର ସରକାର। ଏହି ସରକାର […]

uuu

uuu

Rakesh Mallick
  • Published: Friday, 26 January 2018
  • Updated: 26 January 2018, 05:31 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପ୍ରସଙ୍ଗରେ ଆସନ୍ତାକାଲି ରାଜ୍ୟର ସମସ୍ତ ଏସପି ଅଫିସ୍ ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା। ବେଟି ବଚାଓ, ନବୀନ ହଟାଓ ଅଭିଯାନ ଆରମ୍ଭ କରିବା ସହ ଏସପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ।  ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ।

ସେ କହିଛନ୍ତି.-“କୁନ୍ଦୁଲି ପୀଡ଼ିତାର ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ। ନବୀନ ସରକାର ଓଡ଼ିଶା ପାଇଁ ଅପବାଦର ସରକାର। ଏହି ସରକାର ଓଡ଼ିଶା ପାଇଁ ଅଭିଶାପ। ଏହି ସରକାର ଗାଦିଚ୍ୟୁତ ନ ହେବା ଯାଏଁ ଓଡ଼ିଶାବାସୀ ଶାନ୍ତିରେ ରହିପାରିବେ ନାହିଁ। ନବୀନ ସରକାର  ନ  ହଟିବା ଯାଏଁ ବିଜେପି ଯୁବ ମୋର୍ଚ୍ଚା ସାରା ରାଜ୍ୟରେ ଲଢ଼େଇ ଜାରି ରଖିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story