ପ୍ରଭାତ ବିଶ୍ୱାଳଙ୍କୁ ଡାକ୍ତରଖାନାରେ ରଖାଯିବା ନେଇ ବିଜେପି କର୍ମୀଙ୍କ ରାସ୍ତା ଅବରୋଧ

କଟକ: ଚିଟ୍‌ଫଣ୍ଡ ଲିଙ୍କ୍ ଅଭିଯୋଗରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଡାକ୍ତରଖାନାରେ ରଖାଯିବାକୁ ନେଇ ଯୁବ ବିଜେପି ଦଳୀୟ ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି। ଆଜି କଟକ ମଧୁପାଟଣା ଛକରେ କର୍ମୀମାନେ ଏନ୍‌ଏଚ୍‌ ଅବରୋଧ କରିଛନ୍ତି। ସିସୋର୍ ଲିଙ୍କରେ ଗିରଫ ପରେ ପ୍ରଭାତଙ୍କୁ ଅସୁସ୍ଥତା ପାଇଁ ଏସସିବିରେ ରଖାଯାଇଛି। ଏହାର ପ୍ରତିବାଦରେ ବିଜେପି ଆନ୍ଦୋଳନକୁ ଓହ୍ଲାଇବା ସହ ତୁରନ୍ତ ପ୍ରଭାତଙ୍କୁ ଜେଲ ପଠାଇବାକୁ ଦାବି କରିଛି।

cuttack

cuttack

Rakesh Mallick
  • Published: Thursday, 23 November 2017
  • Updated: 23 November 2017, 02:29 PM IST

Sports

Latest News

କଟକ: ଚିଟ୍‌ଫଣ୍ଡ ଲିଙ୍କ୍ ଅଭିଯୋଗରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଡାକ୍ତରଖାନାରେ ରଖାଯିବାକୁ ନେଇ ଯୁବ ବିଜେପି ଦଳୀୟ ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି। ଆଜି କଟକ ମଧୁପାଟଣା ଛକରେ କର୍ମୀମାନେ ଏନ୍‌ଏଚ୍‌ ଅବରୋଧ କରିଛନ୍ତି।

ସିସୋର୍ ଲିଙ୍କରେ ଗିରଫ ପରେ ପ୍ରଭାତଙ୍କୁ ଅସୁସ୍ଥତା ପାଇଁ ଏସସିବିରେ ରଖାଯାଇଛି। ଏହାର ପ୍ରତିବାଦରେ ବିଜେପି ଆନ୍ଦୋଳନକୁ ଓହ୍ଲାଇବା ସହ ତୁରନ୍ତ ପ୍ରଭାତଙ୍କୁ ଜେଲ ପଠାଇବାକୁ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos