ମରୁଡ଼ି ସ୍ଥିତି ଅନୁଧ୍ୟାନ କରିବାକୁ ନୂଆପଡ଼ାରେ ବିଜେପିର କେନ୍ଦ୍ରୀୟ ଟିମ୍‌

ନୂଆପଡ଼ା: ମରୁଡ଼ି ସ୍ଥିତି ଅନୁଧ୍ୟାନ କରିବାକୁ ସାଂସଦ ପି. ସୁଗୁନାକର ରାଓଙ୍କ ନେତୃତ୍ୱରେ ନୂଆପଡ଼ା ଜିଲ୍ଲାରେ ୧୦ଜଣିଆ କେନ୍ଦ୍ରୀୟ ବିଜେପି ଟିମ୍‌ ପହଞ୍ଚିଛନ୍ତି। ସେଠାରେ ସେମାନେ ମୁରୁଡି ଯୋଗୁଁ  କ୍ଷତିଗ୍ରସ୍ତ ହୋଇଥିବା ଧାନକ୍ଷେତ ବୁଲି ଦେଖିଛନ୍ତି।  ମରୁଡ଼ି ସ୍ଥିତି ଅନୁଧ୍ୟାନ କରି ଏହି ଟିମ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଏକ ରିପୋର୍ଟ ଦେବ। ଗତକାଲି ବିଜେପିର ଏହି କେନ୍ଦ୍ରୀୟ ଟିମ୍ ବରଗଡ଼ ଜିଲ୍ଲାରେ ଅନେକ ଅଞ୍ଚଳ ବୁଲି ଦେଖିଥିଲେ। ସାଂସଦ ଓମପ୍ରକାଶ ଜସୱାଲଙ୍କ ନେତୃତ୍ୱରେ […]

nn

nn

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 11:54 AM IST

Sports

Latest News

ନୂଆପଡ଼ା: ମରୁଡ଼ି ସ୍ଥିତି ଅନୁଧ୍ୟାନ କରିବାକୁ ସାଂସଦ ପି. ସୁଗୁନାକର ରାଓଙ୍କ ନେତୃତ୍ୱରେ ନୂଆପଡ଼ା ଜିଲ୍ଲାରେ ୧୦ଜଣିଆ କେନ୍ଦ୍ରୀୟ ବିଜେପି ଟିମ୍‌ ପହଞ୍ଚିଛନ୍ତି। ସେଠାରେ ସେମାନେ ମୁରୁଡି ଯୋଗୁଁ  କ୍ଷତିଗ୍ରସ୍ତ ହୋଇଥିବା ଧାନକ୍ଷେତ ବୁଲି ଦେଖିଛନ୍ତି।  ମରୁଡ଼ି ସ୍ଥିତି ଅନୁଧ୍ୟାନ କରି ଏହି ଟିମ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଏକ ରିପୋର୍ଟ ଦେବ।

ଗତକାଲି ବିଜେପିର ଏହି କେନ୍ଦ୍ରୀୟ ଟିମ୍ ବରଗଡ଼ ଜିଲ୍ଲାରେ ଅନେକ ଅଞ୍ଚଳ ବୁଲି ଦେଖିଥିଲେ। ସାଂସଦ ଓମପ୍ରକାଶ ଜସୱାଲଙ୍କ ନେତୃତ୍ୱରେ ବିଜେପି ଟିମ୍‌ ବରଗଡ଼ ଯାଇଥିଲେ।

ନୂଆପଡ଼ା ଜିଲ୍ଲା ପରେ ବିଜେପିର କେନ୍ଦ୍ରୀୟ ଟିମ୍ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ମଧ୍ୟ ଚାଷ ଓ ଚାଷୀ ସମସ୍ୟାର ଅନୁଧ୍ୟାନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos