ଟ୍ରେନ୍‌ରେ ଫାଟିଗଲା ଗ୍ୟାସ ସିଲିଣ୍ଡର

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ରେଳ ଷ୍ଟେସନରେ ବିସ୍ଫୋରଣ ହୋଇଛି। ଦୁଇ ନମ୍ୱର ପ୍ଲାଟ୍‌ଫର୍ମରେ ଛିଡା ହୋଇଥିବା ଆର୍ମି ଟ୍ରେନ୍‌ରେ ରୋଷେଇ ଗ୍ୟାସ ବିସ୍ଫୋରଣ ହେବାରୁ ଜଣେ ପେଣ୍ଟ୍ରି କର୍ମଚାରୀ ଆହତ ହୋଇଛି। ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଯୋଗୁଁ ଆର୍ମି ଟ୍ରେନ୍‌ର ଗୋଟିଏ ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ପାଖରେ ଅନ୍ୟ ଟ୍ରାକ୍‌ରେ ଛିଡ଼ା ହୋଇଥିବା ପୁରୀ-ତିରୁପତି ଟ୍ରେନ୍‌ର ବଗିରେ ମଧ୍ୟ କ୍ଷତି ହୋଇଛି। ଝାରକା କାଚ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମ କର୍ମଚାରୀମାନେ […]

gascylinder

gascylinder

Rakesh Mallick
  • Published: Wednesday, 17 January 2018
  • Updated: 17 January 2018, 06:12 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ରେଳ ଷ୍ଟେସନରେ ବିସ୍ଫୋରଣ ହୋଇଛି। ଦୁଇ ନମ୍ୱର ପ୍ଲାଟ୍‌ଫର୍ମରେ ଛିଡା ହୋଇଥିବା ଆର୍ମି ଟ୍ରେନ୍‌ରେ ରୋଷେଇ ଗ୍ୟାସ ବିସ୍ଫୋରଣ ହେବାରୁ ଜଣେ ପେଣ୍ଟ୍ରି କର୍ମଚାରୀ ଆହତ ହୋଇଛି। ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଯୋଗୁଁ ଆର୍ମି ଟ୍ରେନ୍‌ର ଗୋଟିଏ ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ପାଖରେ ଅନ୍ୟ ଟ୍ରାକ୍‌ରେ ଛିଡ଼ା ହୋଇଥିବା ପୁରୀ-ତିରୁପତି ଟ୍ରେନ୍‌ର ବଗିରେ ମଧ୍ୟ କ୍ଷତି ହୋଇଛି। ଝାରକା କାଚ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମ କର୍ମଚାରୀମାନେ ଷ୍ଟେସନ୍‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story