ପାଠପଢ଼ା ବ୍ୟତୀତ ଅନ୍ୟ କୌଣସି ସରକାରୀ କାର୍ଯ୍ୟରେ ସାମିଲ ହେବେନି ରାଜ୍ୟର ବ୍ଲକ୍ ଗ୍ରାଣ୍ଡ୍ ଶିକ୍ଷକ

ଭୁବନେଶ୍ୱର: ପାଠପଢ଼ା ବ୍ୟତୀତ ଅନ୍ୟ କୌଣସି ସରକାରୀ କାର୍ଯ୍ୟରେ ସାମିଲ ହେବେନି ରାଜ୍ୟର ବ୍ଲକ୍ ଗ୍ରାଣ୍ଡ୍ ଶିକ୍ଷକ। ସୋମବାର ସନ୍ଧ୍ୟାରେ ଜେଲରୁ ମୁକୁଳିବା ପରେ ଏହି ସୂଚନା ଦେଇଛନ୍ତି ବ୍ଲକ୍ ଗ୍ରାଣ୍ଡ ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ ମହାପାତ୍ର। ସେ କହିଛନ୍ତି, ବ୍ଲକ୍ ଗ୍ରାଣ୍ଡ୍ ଶିକ୍ଷକମାନେ ଅପରାଧୀ ନୁହନ୍ତି। ସେମାନଙ୍କ ସହିତ ଅପରାଧୀଙ୍କ ଭଳି ବ୍ୟବହାର କରାଗଲା। ଅପରାଧୀଙ୍କ ସହ ରହିବାକୁ ବାଧ୍ୟ କଲେ। ଏହାର ପ୍ରତିବାଦରେ ସଂଘ ଆଗାମୀ ମାଟ୍ରିକ ପରୀକ୍ଷା କାର୍ଯ୍ୟରେ ସାମିଲ ହେବ […]

block-grant-prasant

block-grant-prasant

Rakesh Mallick
  • Published: Monday, 08 February 2016
  • Updated: 08 February 2016, 05:57 PM IST

Sports

Latest News

ଭୁବନେଶ୍ୱର: ପାଠପଢ଼ା ବ୍ୟତୀତ ଅନ୍ୟ କୌଣସି ସରକାରୀ କାର୍ଯ୍ୟରେ ସାମିଲ ହେବେନି ରାଜ୍ୟର ବ୍ଲକ୍ ଗ୍ରାଣ୍ଡ୍ ଶିକ୍ଷକ। ସୋମବାର ସନ୍ଧ୍ୟାରେ ଜେଲରୁ ମୁକୁଳିବା ପରେ ଏହି ସୂଚନା ଦେଇଛନ୍ତି ବ୍ଲକ୍ ଗ୍ରାଣ୍ଡ ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ ମହାପାତ୍ର।

ସେ କହିଛନ୍ତି, ବ୍ଲକ୍ ଗ୍ରାଣ୍ଡ୍ ଶିକ୍ଷକମାନେ ଅପରାଧୀ ନୁହନ୍ତି। ସେମାନଙ୍କ ସହିତ ଅପରାଧୀଙ୍କ ଭଳି ବ୍ୟବହାର କରାଗଲା। ଅପରାଧୀଙ୍କ ସହ ରହିବାକୁ ବାଧ୍ୟ କଲେ। ଏହାର ପ୍ରତିବାଦରେ ସଂଘ ଆଗାମୀ ମାଟ୍ରିକ ପରୀକ୍ଷା କାର୍ଯ୍ୟରେ ସାମିଲ ହେବ ନାହିଁ। ମାଟ୍ରିକ୍ ପରୀକ୍ଷା ଖାତା ମଧ୍ୟ ଦେଖିବେ ନାହିଁ ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକ।

ସେ ଆହୁରି ମଧ୍ୟ କହିଛନ୍ତି, ଆସନ୍ତା ୧୮ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଘରକୁ ଘର ବୁଲିବାକୁ ସଂଘ ନିଷ୍ପତ୍ତି ନେଇଛି। ଏପରିକି ଶିକ୍ଷକମାନେ ସେମାନଙ୍କ ପିଲାଛୁଆ ଧରି ହିଞ୍ଜିଳିରେ ଘରକୁ ଘର ବୁଲିବେ।

୧୦ ଦଫା ଦାବି ନେଇ ଗତ ୫ ତାରିଖରେ ବ୍ଲକ୍ ଗ୍ରାଣ୍ଡ୍ ଶିକ୍ଷକମାନେ ନବୀନ ନିବାସ ଘେରିବାକୁ ଉଦ୍ୟମ କରିଥିବା ବେଳେ ପ୍ରଶାନ୍ତଙ୍କ ସମେତ ୩୮ ଜଣ ଶିକ୍ଷକ ଗିରଫ ହୋଇ ଜେଲରେ ଥିଲେ। ଆଜି ସେମାନେ ଜାମିନରେ ମୁକୁଳିଛନ୍ତି। ଜେଲରୁ ବାହାରିବା ପରେ ସେମାନଙ୍କୁ ବ୍ଲକ୍ ଗ୍ରାଣ୍ଡ୍ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story