ନବୀନ ନିବାସ ଘେରିବାକୁ ଉଦ୍ୟମ ଘଟଣା: ୩୮ ବ୍ଲକ୍‌ ଗ୍ରାଣ୍ଟ୍ ଶିକ୍ଷକ କୋର୍ଟ ଚାଲାଣ

ଭୁବନେଶ୍ୱର: ୧୦ ଦଫା ଦାବିରେ ଗତକାଲି ନବୀନ ନିବାସ ଘେରିବାକୁ ଉଦ୍ୟମ କରୁଥିବା ବେଳେ ଗିରଫ ୩୮ ଜଣ ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ୍ କମିଶନର୍ ୱାଇ.ବି ଖୁରାନିଆ ଶନିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଭିନ୍ନ ସମୟରେ ବିଭିନ୍ନ ସେବାରେ ଥିବା ଲୋକେ ଭୁବନେଶ୍ୱରକୁ ଆନ୍ଦୋଳନ କରିବାକୁ ଆସନ୍ତି। ସେଥିପାଇଁ ସେମାନଙ୍କୁ ଲାଇସେନ୍ସ ଦିଆଯାଏ। ଏହି ଲାଇସେନ୍ସରେ ସେମାନେ କେଉଁ ସ୍ଥାନରେ ଆନ୍ଦୋଳନ କରିବେ, କେଉଁ ପରିସ୍ଥିତିରେ ଆନ୍ଦୋଳନ କରିବେ, […]

bulk-grant

bulk-grant

Rakesh Mallick
  • Published: Saturday, 06 February 2016
  • Updated: 06 February 2016, 11:48 AM IST

Sports

Latest News

ଭୁବନେଶ୍ୱର: ୧୦ ଦଫା ଦାବିରେ ଗତକାଲି ନବୀନ ନିବାସ ଘେରିବାକୁ ଉଦ୍ୟମ କରୁଥିବା ବେଳେ ଗିରଫ ୩୮ ଜଣ ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ୍ କମିଶନର୍ ୱାଇ.ବି ଖୁରାନିଆ ଶନିବାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବିଭିନ୍ନ ସମୟରେ ବିଭିନ୍ନ ସେବାରେ ଥିବା ଲୋକେ ଭୁବନେଶ୍ୱରକୁ ଆନ୍ଦୋଳନ କରିବାକୁ ଆସନ୍ତି। ସେଥିପାଇଁ ସେମାନଙ୍କୁ ଲାଇସେନ୍ସ ଦିଆଯାଏ। ଏହି ଲାଇସେନ୍ସରେ ସେମାନେ କେଉଁ ସ୍ଥାନରେ ଆନ୍ଦୋଳନ କରିବେ, କେଉଁ ପରିସ୍ଥିତିରେ ଆନ୍ଦୋଳନ କରିବେ, କେତେ ସଂଖ୍ୟକ ଲୋକ ଉପସ୍ଥିତ ରହିବେ ଓ କେତେ ସମୟ ପାଇଁ କରିବେ- ସେସବୁ ଉଲ୍ଲେଖ ଥାଏ। ଏ ସବୁକୁ ଉଲ୍ଲଂଘନ କଲେ ପୋଲିସ୍ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇଥାଏ। ଗତକାଲି ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକମାନେ ମଧ୍ୟ ଆଇନ୍ ଉଲ୍ଲଂଘନ କରିଥିଲେ। ଦିଆଯାଇଥିବା ଲାଇସେନ୍ସ ସର୍ତ୍ତଗୁଡ଼ିକୁ ସେମାନେ ମାନିଲେ ନାହିଁ। ଯେଉଁ ରୁଟରେ ସେମାନେ ଯିବା କଥା ନୁହେଁ, ସେହି ରୁଟ୍‌ରେ ଗଲେ। କିଛି ସମୟ ପାଇଁ ସେମାନେ ଆଇନଶୃଙ୍ଖଳା ସ୍ଥିତି ଉପୁଜାଇ ଥିଲେ। ତେଣୁ ବାଧ୍ୟ ହୋଇ ପୋଲିସ୍ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ୩୮ ଜଣ ଶିକ୍ଷକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନାଁରେ କ୍ୟାପିଟାଲ୍ ଥାନାରେ ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story