ଗୋବରୀରେ ବୁଡ଼ିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ୧୫ ଜୀବନ

କେନ୍ଦ୍ରାପଡ଼ା (ମନୋଜ କୁମାର ସ୍ୱାଇଁ): ପୁଣି ଘଟିଛି ଆଉ ଏକ ଡଙ୍ଗାବୁଡ଼ି ଘଟଣା। କିନ୍ତୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୧୫ରୁ ଅଧିକ ଯାତ୍ରୀ। ଅନ୍ୟପକ୍ଷେ ୬ଟି ବାଇକ୍‌ ଓ ୪ଟି ସାଇକେଲ୍‌ ବୁଡି ଯାଇଛି। ଆଜି ଏମିତି ଏକ ଅଘଟଣ କେନ୍ଦ୍ରାପଡ଼ା ଜିଲ୍ଲା ଗୋବରୀ ନଦୀରେ ଘଟିଛି। ଆଜି ମହାକାଳପଡ଼ା ଦେଇ ପ୍ରବାହିତ ହୋଇଥିବା ଗୋବରୀ ନଦୀର ବିଜୟନଗର ଘାଟରୁ ୧୫ରୁ ଅଧିକ ଯାତ୍ରୀ, ୬ଟି ବାଇକ୍‌ ଓ ୪ଟି ସାଇକେଲ୍‌ ଧରି ଏକ ଡଙ୍ଗା ଯାତ୍ରା ଆରମ୍ଭ […]

BOAT-CAPSIZES-IN-KENDRAPARA-BUT-PASSENGERS-RESCUED-SAFELY

Manoranjan Sial
  • Published: Monday, 04 February 2019
  • Updated: 04 February 2019, 07:33 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ କୁମାର ସ୍ୱାଇଁ): ପୁଣି ଘଟିଛି ଆଉ ଏକ ଡଙ୍ଗାବୁଡ଼ି ଘଟଣା। କିନ୍ତୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୧୫ରୁ ଅଧିକ ଯାତ୍ରୀ। ଅନ୍ୟପକ୍ଷେ ୬ଟି ବାଇକ୍‌ ଓ ୪ଟି ସାଇକେଲ୍‌ ବୁଡି ଯାଇଛି। ଆଜି ଏମିତି ଏକ ଅଘଟଣ କେନ୍ଦ୍ରାପଡ଼ା ଜିଲ୍ଲା ଗୋବରୀ ନଦୀରେ ଘଟିଛି।

ଆଜି ମହାକାଳପଡ଼ା ଦେଇ ପ୍ରବାହିତ ହୋଇଥିବା ଗୋବରୀ ନଦୀର ବିଜୟନଗର ଘାଟରୁ ୧୫ରୁ ଅଧିକ ଯାତ୍ରୀ, ୬ଟି ବାଇକ୍‌ ଓ ୪ଟି ସାଇକେଲ୍‌ ଧରି ଏକ ଡଙ୍ଗା ଯାତ୍ରା ଆରମ୍ଭ କରିଥିଲା। ମାତ୍ର କିଛି ସମୟ ପରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାତ୍ରୀମାନେ ଜୀବନ ବିକଳରେ ଚିତ୍କାର କରିଥିଲେ। ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପାଣିରେ ବୁଡ଼ି ଯାଉଥିବା ଲୋକଙ୍କୁ କୂଳକୁ ଉଦ୍ଧାର କରି ଆଣିଥିଲେ। ମାତ୍ର ଗଭୀର ପାଣି ଭିତରେ ବୁଡ଼ି ଯାଇଥିଲା ବାଇକ୍‌ ଓ ସାଇକେଲ। ବାରମ୍ୱାର ଡଙ୍ଗା ବୁଡ଼ୁଥିଲେ ବେଳେ ପ୍ରଶାସନର ଚେତା ପଶୁନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story