ପୁରୀ କୃଷ୍ଣପ୍ରସାଦରେ ଆଣ୍ଡାମାନର ଡଙ୍ଗା

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ଲଘୁଚାପ ଜନିତ ବର୍ଷାରେ ସମୁଦ୍ର ମଧ୍ୟରେ ଦିଗହରା ହୋଇ ପୁରୀ କୃଷ୍ଣପ୍ରସାଦ ଖିରିସାହି ନିକଟ ସମୁଦ୍ର କୂଳରେ ଆସି ଲାଗିଛି ଅଣ୍ଡାମାନର ଏକ ମାଛଧରା ଡଙ୍ଗା। ଏହି ଡଙ୍ଗାରୁ ଅମିତ ଖୁଜୁର ନାମକ ବ୍ୟକ୍ତିଙ୍କୁ ଗାଁ ଲୋକେ ଉଦ୍ଧାର କରିଛନ୍ତି। ତାଙ୍କ ଘର ଆଣ୍ଡାମାନରେ ବୋଲି ଜଣାପଡ଼ିଛି। ଅମିତ ଡଙ୍ଗାରେ ଜିନିଷ ନେଇ ଯାଉଥିବା ବେଳେ ସମୁଦ୍ର ମଧ୍ୟରେ ହଠାତ ଝଡ଼ପବନର ସାମ୍ନା କରିଥିଲେ। ଏହାପରେ ଦିଗହରା ହୋଇ ସମୁଦ୍ରରେ ଭାସି ଆସି […]

boat,,000

boat,,000

Tapaswini Nayak
  • Published: Friday, 25 October 2019
  • Updated: 25 October 2019, 02:42 PM IST

Sports

Latest News

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ଲଘୁଚାପ ଜନିତ ବର୍ଷାରେ ସମୁଦ୍ର ମଧ୍ୟରେ ଦିଗହରା ହୋଇ ପୁରୀ କୃଷ୍ଣପ୍ରସାଦ ଖିରିସାହି ନିକଟ ସମୁଦ୍ର କୂଳରେ ଆସି ଲାଗିଛି ଅଣ୍ଡାମାନର ଏକ ମାଛଧରା ଡଙ୍ଗା। ଏହି ଡଙ୍ଗାରୁ ଅମିତ ଖୁଜୁର ନାମକ ବ୍ୟକ୍ତିଙ୍କୁ ଗାଁ ଲୋକେ ଉଦ୍ଧାର କରିଛନ୍ତି। ତାଙ୍କ ଘର ଆଣ୍ଡାମାନରେ ବୋଲି ଜଣାପଡ଼ିଛି।

ଅମିତ ଡଙ୍ଗାରେ ଜିନିଷ ନେଇ ଯାଉଥିବା ବେଳେ ସମୁଦ୍ର ମଧ୍ୟରେ ହଠାତ ଝଡ଼ପବନର ସାମ୍ନା କରିଥିଲେ। ଏହାପରେ ଦିଗହରା ହୋଇ ସମୁଦ୍ରରେ ଭାସି ଆସି ଖିରିସାହି ନିକଟ ସମୁଦ୍ର କୂଳରେ ଲାଗିଥିଲେ। ଡଙ୍ଗାଟି ସମୁଦ୍ର କୂଳରେ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos