ଶାଶୁ, ବୋହୂଙ୍କୁ ଗଳାକାଟି ହତ୍ୟା

ବଲାଙ୍ଗିର( ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଡବଲ ମର୍ଡର। ଏକ ଘର ଭିତରରୁ ଦୁଇ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଉଭୟ ସମ୍ପର୍କରେ ଶାଶୁ, ବୋହୂ ହେବେ। ମୃତକ ଦ୍ୱୟ ହେଲେ ଶାଶୁ ପ୍ରେମଶିଳା ମେହର ଓ ବୋହୂ ଅମ୍ବିକା ମେହର। ସୂଚନା ଅନୁସାରେ, ଅମ୍ବିକାଙ୍କ ସ୍ୱାମୀ ସୁଧାଂଶୁ ନୂଆପଡ଼ା ଗାଁ ଛକରେ ସୁନା ଦୋକାନ କରିଛନ୍ତି। ସେ […]

Bolagiri

Bolagiri

Tapaswini Nayak
  • Published: Thursday, 31 March 2022
  • Updated: 31 March 2022, 02:29 PM IST

Sports

Latest News

ବଲାଙ୍ଗିର( ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଡବଲ ମର୍ଡର। ଏକ ଘର ଭିତରରୁ ଦୁଇ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଉଭୟ ସମ୍ପର୍କରେ ଶାଶୁ, ବୋହୂ ହେବେ। ମୃତକ ଦ୍ୱୟ ହେଲେ ଶାଶୁ ପ୍ରେମଶିଳା ମେହର ଓ ବୋହୂ ଅମ୍ବିକା ମେହର।

ସୂଚନା ଅନୁସାରେ, ଅମ୍ବିକାଙ୍କ ସ୍ୱାମୀ ସୁଧାଂଶୁ ନୂଆପଡ଼ା ଗାଁ ଛକରେ ସୁନା ଦୋକାନ କରିଛନ୍ତି। ସେ ସକାଳେ ଦୋକାନକୁ ଗଲାପରେ ଶାଶୁ, ବୋହୂ  ଘରେ ଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଆସି ସେମାନଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଅମ୍ବିକାଙ୍କ ଭାଇ କୌଣସି କାମ ପାଇଁ ଭଉଣୀ ଘରକୁ ଆସିଥିଲେ।  ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖି ସୁଧାଶୁଂଙ୍କୁ ଖବର ଦେଇଥିଲେ।

ଅମ୍ବିକାଙ୍କ ଭାଇ ନୂଆପଡ଼ା ଗାଁରେ ନିକଟରେ ରହୁନ୍ତି। ତେବେ ଶାଶୁ ବୋହୂଙ୍କୁ  କିଏ ଓ  କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ।  ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story