ଯୁବତୀଙ୍କ ଘର ଆଗରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା(ଓଡ଼ିଶା ରିପୋର୍ଟର): ଯୁବତୀଙ୍କ ଘର ଆଗରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ଏଭଳି ଘଟଣା ଘଟିଛି ରାଉରକେଲା ସହରର ସେକ୍ଟର ୧୬ଅଞ୍ଚଳର ଶିବାଜୀ ନଗର ବସ୍ତିରେ। ମୃତ ଯୁବକ ଜଣଙ୍କ ହେଲେ ସୋନୁ ବଡାଇକ । ଆଜି ସକାଳେ ସୋନୁଙ୍କ ମୃତଦେହ ଯୁବତୀଙ୍କ ଘର ସାମ୍ନାରେ ଥିବା ଗଛରେ ଓହଳିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ସୋନୁଙ୍କ ମୃତଦେହ […]

deadbody

deadbody

Tapaswini Nayak
  • Published: Friday, 29 July 2022
  • Updated: 29 July 2022, 10:29 AM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର): ଯୁବତୀଙ୍କ ଘର ଆଗରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ଏଭଳି ଘଟଣା ଘଟିଛି ରାଉରକେଲା ସହରର ସେକ୍ଟର ୧୬ଅଞ୍ଚଳର ଶିବାଜୀ ନଗର ବସ୍ତିରେ। ମୃତ ଯୁବକ ଜଣଙ୍କ ହେଲେ ସୋନୁ ବଡାଇକ ।

ଆଜି ସକାଳେ ସୋନୁଙ୍କ ମୃତଦେହ ଯୁବତୀଙ୍କ ଘର ସାମ୍ନାରେ ଥିବା ଗଛରେ ଓହଳିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ସୋନୁଙ୍କ ମୃତଦେହ ନିକଟରେ ତାଙ୍କ ଚପଲ ଓ  ବିଭିନ୍ନ ସ୍ଥାନରେ ରକ୍ତ ଛିଟା ପଡ଼ିଛି।

ଉକ୍ତ ଯୁବତୀଙ୍କ ସହ ସୋନୁଙ୍କର ପ୍ରେମ ସମ୍ପର୍କ ଥିଲା। ତାଙ୍କ ସ୍ୱାମୀକୁ  କିଏ ହତ୍ୟା କରି ଟାଙ୍ଗି ଦେଇଥିବା ସୋନୁଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ବିବାହ କରିବାକୁ ଯୁବତୀ ମନା କରିବାରୁ ସୋନୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସାଇଣ୍ଟି‍ଫିକ୍‌ ଟିମ୍‌ ଓ ପୁଲିସ ଘଟଣାର ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story