ହୀରାକୁଦ ଡ୍ୟାମରେ ଏମ୍‌ସିଏଲ୍‌ କର୍ମଚାରୀ ନିଖୋଜ ଘଟଣା: ମିଳିଲା ଜଣଙ୍କ ମୃତଦେହ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ହୀରାକୁଦ ଡ୍ୟାମରେ ଏମ୍‌ସିଏଲ୍‌ର ୨ଜଣ କର୍ମଚାରୀ ନିଖୋଜ ଘଟଣାରେ ମିଳିଲା ଜଣଙ୍କର ମୃତଦେହ। ଏମ୍‌ସିଏଲ୍‌ର କର୍ମଚାରୀ ଅଭିଷେକ କୁମାରଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ଆଉ ଜଣେ ନିଖୋଜ ଥିବା ମହେଶ ଛିଟୁରୀଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ଗତକାଲି ହୀରାକୁଦ ଡ୍ୟାମର ଝାଙ୍କରାଣୀ ମନ୍ଦିର ନିକଟରେ ଏମ୍‌ସିଏଲ୍‌ର ମାଇନିଂ ମ୍ୟାନେଜର ମହେଶ ଛିଟୁରୀ ଓ ଏକ୍ସାଭେସନ ମ୍ୟାନେଜର ଅଭିଷେକ କୁମାର ଓ ଏମ୍‌ସିଏଲ୍‌ର କର୍ମଚାରୀ ଭିନେଶ ରାୟ […]

sambalpur

sambalpur

Tapaswini Nayak
  • Published: Monday, 08 August 2022
  • Updated: 08 August 2022, 09:17 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ହୀରାକୁଦ ଡ୍ୟାମରେ ଏମ୍‌ସିଏଲ୍‌ର ୨ଜଣ କର୍ମଚାରୀ ନିଖୋଜ ଘଟଣାରେ ମିଳିଲା ଜଣଙ୍କର ମୃତଦେହ। ଏମ୍‌ସିଏଲ୍‌ର କର୍ମଚାରୀ ଅଭିଷେକ କୁମାରଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ଆଉ ଜଣେ ନିଖୋଜ ଥିବା ମହେଶ ଛିଟୁରୀଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

ଗତକାଲି ହୀରାକୁଦ ଡ୍ୟାମର ଝାଙ୍କରାଣୀ ମନ୍ଦିର ନିକଟରେ ଏମ୍‌ସିଏଲ୍‌ର ମାଇନିଂ ମ୍ୟାନେଜର ମହେଶ ଛିଟୁରୀ ଓ ଏକ୍ସାଭେସନ ମ୍ୟାନେଜର ଅଭିଷେକ କୁମାର ଓ ଏମ୍‌ସିଏଲ୍‌ର କର୍ମଚାରୀ ଭିନେଶ ରାୟ ଭୋଜି କରୁଥିଲେ। ଭୋଜି କରି ଖାଇ ସାରିବା ପରେ ସମସ୍ତେ ପାଣିକୁ ଗାଧୋଇବାକୁ ଯାଇଥିଲେ। ବଢ଼ି ପାଣିରେ ସମସ୍ତେ ଭାସିଯାଇଥିଲେ। ୩ଜଣ ପାଣିରେ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକ ଏକ ଡଙ୍ଗା ଦ୍ୱାରା ଭିନେଶ ରାୟଙ୍କୁ ଉଦ୍ଧାର କରିଥିଲେ। ହେଲେ ମହେଶ ଛିଟୁରୀ ଓ ଅଭିଷେକ କୁମାର ଗଭୀର ପାଣି ଭିତରେ ନିଖୋଜ ହୋଇଯାଇଥିଲେ ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଭିଷେକ ଓ ମହେଶଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଆଜି ସକାଳେ ଅଗ୍ନିଶମ ବାହିନୀ ଖୋଜାଖୋଜି କରି ଅଭିଷେକଙ୍କ ମୃତଦେହ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story