ବଲାଙ୍ଗିର: ୧୦ ଲକ୍ଷ ଅଚଳ ଟଙ୍କା ବଦଳାଇବାକୁ ଆସି ଧରାପଡ଼ିଲେ ୨ ଯୁବକ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜିକୁ ଲକ୍ଷାଧିକ ଟଙ୍କା ବଦଳ କରିବାକୁ ଆସି ଦୁଇଜଣ ଅଣ ଓଡ଼ିଆ ଯୁବକ ଧରାପଡ଼ିଛନ୍ତି। ଯୁବକ ଦ୍ୱୟଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡିଛି। ଲାଠୋର ପୋଲିସ ସେମାନଙ୍କ ପାଖରୁ ୧୦ ଲକ୍ଷ ଟଙ୍କା ସହ ଏକ ନମ୍ବରବିହୀନ କାର ଜବତ କରିଛି। ଅଧିକ ପଚରାଉଚରା ପାଇଁ ଉଭୟଙ୍କୁ ପୋଲିସ ଆୟକର ବିଭାଗକୁ ହସ୍ତାନ୍ତର କରିଛି। ଏତେ ଟଙ୍କା ସେମାନଙ୍କ ପାଖରୁ କେଉଁଠୁ ଆସିଲା ଓ ସେମାନେ ଛତିଶଗଡ଼ରୁ ଏଠାକୁ କାହିଁକି ଟଙ୍କା ବଦଳାଇବାକୁ […]

bolangir

bolangir

Rakesh Mallick
  • Published: Thursday, 17 November 2016
  • Updated: 17 November 2016, 10:01 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜିକୁ ଲକ୍ଷାଧିକ ଟଙ୍କା ବଦଳ କରିବାକୁ ଆସି ଦୁଇଜଣ ଅଣ ଓଡ଼ିଆ ଯୁବକ ଧରାପଡ଼ିଛନ୍ତି। ଯୁବକ ଦ୍ୱୟଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡିଛି। ଲାଠୋର ପୋଲିସ ସେମାନଙ୍କ ପାଖରୁ ୧୦ ଲକ୍ଷ ଟଙ୍କା ସହ ଏକ ନମ୍ବରବିହୀନ କାର ଜବତ କରିଛି। ଅଧିକ ପଚରାଉଚରା ପାଇଁ ଉଭୟଙ୍କୁ ପୋଲିସ ଆୟକର ବିଭାଗକୁ ହସ୍ତାନ୍ତର କରିଛି।

ଏତେ ଟଙ୍କା ସେମାନଙ୍କ ପାଖରୁ କେଉଁଠୁ ଆସିଲା ଓ ସେମାନେ ଛତିଶଗଡ଼ରୁ ଏଠାକୁ କାହିଁକି ଟଙ୍କା ବଦଳାଇବାକୁ ଆସିଥିଲେ ସେ ନେଇ ଆୟକର ବିଭାଗ ତନାଘନା ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos