ବଲାଙ୍ଗିର ମ୍ୟୁନିସିପାଲିଟିରେ ପିସି ନେଉଛି କିଏ? ଲଙ୍କାକାଣ୍ଡ କଲେ କାଉନ୍‌ସିଲର

ବଲାଙ୍ଗିର: ମ୍ୟୁନିସିପାଲିଟି ଅଫିସରେ ଲଙ୍କାକାଣ୍ଡ। ପିସି କାରବାରକୁ ନେଇ କାଉନସିଲରମାନେ ଅଫିସରେ ପସି ଭଙ୍ଗାରୁଜା କରିଛନ୍ତି। ଏପରି ଘଟଣା ବଲାଙ୍ଗିର ମ୍ୟୁନିସିପାଲଟି ଅଫିସ୍‌ରେ ଘଟିଛି। ଅଭିଯୋଗରୁ ପ୍ରକାଶ, ପିସି ବନ୍ଦ ନେଇ କିଛି ଦିନ ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପିସି ବନ୍ଦ ନେଇ ପ୍ରଶାନସକି ଅଧିକାରୀଙ୍କୁ ତାଗିଦ କରାଯାଇଥିଲା। ଏହା ସତ୍ତ୍ୱେ ବଲାଙ୍ଗିର ମ୍ୟୁନିସିପାଲଟି ଅଫିସ୍‌ରେ ପିସି କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଆଜି କାଉନ୍‌ସିଲରମାନେ ମ୍ୟୁନିସିପାଲଟି କାର୍ଯ୍ୟାଳୟରେ […]

bolangre office

bolangre office

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 05:11 PM IST

Sports

Latest News

ବଲାଙ୍ଗିର: ମ୍ୟୁନିସିପାଲିଟି ଅଫିସରେ ଲଙ୍କାକାଣ୍ଡ। ପିସି କାରବାରକୁ ନେଇ କାଉନସିଲରମାନେ ଅଫିସରେ ପସି ଭଙ୍ଗାରୁଜା କରିଛନ୍ତି। ଏପରି ଘଟଣା ବଲାଙ୍ଗିର ମ୍ୟୁନିସିପାଲଟି ଅଫିସ୍‌ରେ ଘଟିଛି।

ଅଭିଯୋଗରୁ ପ୍ରକାଶ, ପିସି ବନ୍ଦ ନେଇ କିଛି ଦିନ ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପିସି ବନ୍ଦ ନେଇ ପ୍ରଶାନସକି ଅଧିକାରୀଙ୍କୁ ତାଗିଦ କରାଯାଇଥିଲା। ଏହା ସତ୍ତ୍ୱେ ବଲାଙ୍ଗିର ମ୍ୟୁନିସିପାଲଟି ଅଫିସ୍‌ରେ ପିସି କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଆଜି କାଉନ୍‌ସିଲରମାନେ ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅଫିସର ଚେୟାର ଟେବବୁଲ ଭାଙ୍ଗିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos