ଦିବ୍ୟାଙ୍ଗ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ବଲାଙ୍ଗିର: ବଲାଙ୍ଗିରରେ ଦିବ୍ୟାଙ୍ଗ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ଯୁବତୀଙ୍କ ଗାଁକୁ  ଯାଇ ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ମୀନତି ବେହେରା ଘଟଣାର ତଦନ୍ତ କରିଛନ୍ତି। ବଲାଙ୍ଗିରର ପଥରଚେପା ବି.ସି.ଜେନା ସ୍ମାରକୀ ଭିନ୍ନକ୍ଷମ ସେବା କେନ୍ଦ୍ରରେ ମହିଳା କେୟାର ଟେକର ନଳିନୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଏକ ବନ୍ଦ କୋଠରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନଳିନୀ ଘରକୁ ପଲାଇବା ସତ୍ତ୍ୱେ ବାରମ୍ବାର ବୁଝାଇସୁଝାଇ ଘରୁ ଡାକିଆଣି ସେବା କେନ୍ଦ୍ରରେ ପ୍ରତିଷ୍ଠାତା […]

bolagiri

bolagiri

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 04:20 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିରରେ ଦିବ୍ୟାଙ୍ଗ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ଯୁବତୀଙ୍କ ଗାଁକୁ  ଯାଇ ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ମୀନତି ବେହେରା ଘଟଣାର ତଦନ୍ତ କରିଛନ୍ତି।

ବଲାଙ୍ଗିରର ପଥରଚେପା ବି.ସି.ଜେନା ସ୍ମାରକୀ ଭିନ୍ନକ୍ଷମ ସେବା କେନ୍ଦ୍ରରେ ମହିଳା କେୟାର ଟେକର ନଳିନୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଏକ ବନ୍ଦ କୋଠରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନଳିନୀ ଘରକୁ ପଲାଇବା ସତ୍ତ୍ୱେ ବାରମ୍ବାର ବୁଝାଇସୁଝାଇ ଘରୁ ଡାକିଆଣି ସେବା କେନ୍ଦ୍ରରେ ପ୍ରତିଷ୍ଠାତା ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story