ବଲାଙ୍ଗିର: ଗୁଡ଼ିଘାଟ ଗାଁରେ ମାଓ ପୋଷ୍ଟର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ମୁରଲିବାହାଲ ଗୁଡ଼ିଘାଟ ଗାଁରେ  ଆଜି ସକାଳେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଫରେଷ୍ଟ ବିଟ୍‌ ଅଫିସ୍‌, ପଞ୍ଚାୟତ ଅଫିସ୍‌, ବଜାର ଓ ହସ୍ପିଟାଲ ପରିସରରେ ଏହି ପୋଷ୍ଟର ମରାଯାଇଛି। ଏହି ପୋଷ୍ଟର ରେ ମାଓ ସଙ୍ଗଠନ ବିବିଏମ୍‌ ଡିଭିଜନ୍‌ର ନାଁ ଉଲ୍ଲେଖ ରହିଛି। ସଂପୃକ୍ତ ଅଞ୍ଚଳକୁ ମରୁଡ଼ି ଗୋଷଣା ଦାବି ସହ ଗ୍ରୀନ୍‌ ହଣ୍ଟ ଅପରେସନ୍‌କୁ ପୋଷ୍ଟର ଜରିଆରେ ବିରୋଧ କରାଯାଇଛି। ପୋଷ୍ଟରକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

mao

mao

Rakesh Mallick
  • Published: Friday, 16 September 2016
  • Updated: 16 September 2016, 09:52 AM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ମୁରଲିବାହାଲ ଗୁଡ଼ିଘାଟ ଗାଁରେ  ଆଜି ସକାଳେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଫରେଷ୍ଟ ବିଟ୍‌ ଅଫିସ୍‌, ପଞ୍ଚାୟତ ଅଫିସ୍‌, ବଜାର ଓ ହସ୍ପିଟାଲ ପରିସରରେ ଏହି ପୋଷ୍ଟର ମରାଯାଇଛି। ଏହି ପୋଷ୍ଟର ରେ ମାଓ ସଙ୍ଗଠନ ବିବିଏମ୍‌ ଡିଭିଜନ୍‌ର ନାଁ ଉଲ୍ଲେଖ ରହିଛି।

ସଂପୃକ୍ତ ଅଞ୍ଚଳକୁ ମରୁଡ଼ି ଗୋଷଣା ଦାବି ସହ ଗ୍ରୀନ୍‌ ହଣ୍ଟ ଅପରେସନ୍‌କୁ ପୋଷ୍ଟର ଜରିଆରେ ବିରୋଧ କରାଯାଇଛି। ପୋଷ୍ଟରକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos