ରେଳଡ଼ବା କାରଖାନା ନିର୍ମାଣ ଦାବିରେ କଣ୍ଟାବାଞ୍ଜିରେ ରେଳରୋକ

ବଲାଙ୍ଗିର: କଣ୍ଟାବାଞ୍ଜିରେ ରେଳଡ଼ବା କାରଖାନା ନିର୍ମାଣ ଦାବିରେ ବୁଧବାର ସକାଳେ ରେଳଷ୍ଟେସନ ନିକଟରେ ରାଇଟ୍‌ ଟୁ ଫାଇଟ୍‌ ନାମକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରେଳରୋକ କରାଯାଇଥିଲା। ଫଳରେ ସାଢ଼େ ୬ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ପୁରୀ-ଅହମ୍ମଦାବାଦ ଟ୍ରେନ୍‌ ଷ୍ଟେସନରେ ଅଟକି ରହିଥିଲା। କଣ୍ଟାବାଞ୍ଜି ଥାନା ଅଧିକାରୀ ଆସି ବୁଝାଶୁଝା କରିବା ସହ ରେଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଟ୍ରେନ୍‌କୁ ଛାଡିଥିଲେ। ପରେ ଟିଟିଲାଗଡ଼ ଏଆରଏମ୍‌ ଏନ.ଏ. ଖାନ୍‌ ଆନ୍ଦୋଳନକାରୀଙ୍କ ସହ […]

bolangir-relaroko

bolangir-relaroko

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 05:48 AM IST

Sports

Latest News

ବଲାଙ୍ଗିର: କଣ୍ଟାବାଞ୍ଜିରେ ରେଳଡ଼ବା କାରଖାନା ନିର୍ମାଣ ଦାବିରେ ବୁଧବାର ସକାଳେ ରେଳଷ୍ଟେସନ ନିକଟରେ ରାଇଟ୍‌ ଟୁ ଫାଇଟ୍‌ ନାମକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରେଳରୋକ କରାଯାଇଥିଲା। ଫଳରେ ସାଢ଼େ ୬ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ପୁରୀ-ଅହମ୍ମଦାବାଦ ଟ୍ରେନ୍‌ ଷ୍ଟେସନରେ ଅଟକି ରହିଥିଲା।

କଣ୍ଟାବାଞ୍ଜି ଥାନା ଅଧିକାରୀ ଆସି ବୁଝାଶୁଝା କରିବା ସହ ରେଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଟ୍ରେନ୍‌କୁ ଛାଡିଥିଲେ। ପରେ ଟିଟିଲାଗଡ଼ ଏଆରଏମ୍‌ ଏନ.ଏ. ଖାନ୍‌ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ।

ଏକମାସ ମଧ୍ୟରେ ଦାବି ପୂରଣ କରା ନ ଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ରାଇଟ୍‌ ଟୁ ଫାଇଟ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି ରେଳରୋକ ଆନ୍ଦୋଳନରେ କଣ୍ଟାବାଞ୍ଜି ବଣିକ ସଂଘ, ରେଳ ଉପଭୋକ୍ତା ସଂଘ, ନାଗରିକ କମିଟି ଓ ବିଭିନ୍ନ ରାଜନୈତିକ ଦଳ ନେତାମାନେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story