ବଲାଙ୍ଗିର: ରେଲୱେ ଫାଟକ ନିକଟରୁ ଶିଶୁର ମୃତଦେହ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର କଦମ୍ୱପଡା ରେଲୱେ ଫାଟକ ନିକଟସ୍ଥ ରେଳ ଲାଇନ୍ କଡରୁ ଆଜି ସକାଳେ ଏକ ଶିଶୁର ମୃତଦେହକୁ ଉଦ୍ଧାର କରାଯାଇଛି। ଶିଶୁଟିର ବୟସ ୧୦ରୁ୧୫ ଦିନର ହୋଇଥିବା ଅନୁମାନ କରାଯାଉଛି। ଶିଶୁଟିର ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଲୋକେ ଶିଶୁଟିର ମୃତଦେହ ପଡିଥିବା ଦେଖି ଜିଆରପି ପୋଲିସ୍‌କୁ ଖବର ଦେଇଥିଲେ। କିଏ କାହିଁକି ଏହି ଶିଶୁଟିକୁ ରେଳ ଲାଇନ୍ କଡରେ ପକାଇଲା, ଜୀବିତ ଶିଶୁକୁ ପକାଇଛି ନାଁ ମୃତ ଶିଶୁକୁ ଏ ନେଇ ଜିଆରପି ତଦନ୍ତ କରୁଛି। […]

child

child

Rakesh Mallick
  • Published: Friday, 20 May 2016
  • Updated: 20 May 2016, 05:46 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର କଦମ୍ୱପଡା ରେଲୱେ ଫାଟକ ନିକଟସ୍ଥ ରେଳ ଲାଇନ୍ କଡରୁ ଆଜି ସକାଳେ ଏକ ଶିଶୁର ମୃତଦେହକୁ ଉଦ୍ଧାର କରାଯାଇଛି। ଶିଶୁଟିର ବୟସ ୧୦ରୁ୧୫ ଦିନର ହୋଇଥିବା ଅନୁମାନ କରାଯାଉଛି। ଶିଶୁଟିର ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଲୋକେ ଶିଶୁଟିର ମୃତଦେହ ପଡିଥିବା ଦେଖି ଜିଆରପି ପୋଲିସ୍‌କୁ ଖବର ଦେଇଥିଲେ।

କିଏ କାହିଁକି ଏହି ଶିଶୁଟିକୁ ରେଳ ଲାଇନ୍ କଡରେ ପକାଇଲା, ଜୀବିତ ଶିଶୁକୁ ପକାଇଛି ନାଁ ମୃତ ଶିଶୁକୁ ଏ ନେଇ ଜିଆରପି ତଦନ୍ତ କରୁଛି।

ବଲାଙ୍ଗିର ଏଏସ୍ଆଇ.ଜିଆରପି  ମକାରୁ ସାହୁ କହିଛନ୍ତି, “ଶିଶୁଟିର କିଛି ପରିଚୟ ମିଳିନାହିଁ। ସାଧାରଣ ଲୋକ କହୁଛନ୍ତି ଏହି ଶିଶୁ ଆମର ନୁହେଁ। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story