ବଲାଙ୍ଗିର: ଟିମନ୍‌ର ବେଆଇନ ନିର୍ମାଣ ଘର ଭାଙ୍ଗିବାକୁ ନୋଟିସ୍‌ ଦେଲା ମ୍ୟୁନିସିପାଲିଟି

ବଲାଙ୍ଗିର: ବଲାଙ୍ଗିରର ଡନ୍ ଟିମନ୍ କୁମ୍ଭାର ସରକାରୀ ଜମି ଉପରେ ତିଆରି କରିଥିବା ଘରକୁ ୨୪ ଘଣ୍ଟା ମଧ୍ୟରେ ଖାଲି କରିବାକୁ ମ୍ୟୁନିସିପାଲିଟି ଆଜି ନୋଟିସ୍  ଦେଇଛି। ପୋଲିସ୍‌ର ରିପୋର୍ଟ ପରେ ମ୍ୟୁନିସିପାଲିଟି ଓ ବଲାଙ୍ଗିର ତହସିଲ ବିଭାଗ ଜମି  ଚିହ୍ନଟ କରି ସରକାରୀ ଜମି ଉପରେ ନିର୍ମାଣ ହୋଇଥିବା ଘରଗୁଡ଼ିକରେ ନାଲି ଛକି ଦେଇ ଚିହ୍ନଟ କରିଥିଲେ। ଆସନ୍ତାକାଲି ଟିମନ୍‌ର ଏହି ବେଆଇନ ନିର୍ମାଣ ଘର ଭଙ୍ଗାଯାଇପାରେ। ତେବେ ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ […]

timan

timan

Rakesh Mallick
  • Published: Friday, 06 May 2016
  • Updated: 06 May 2016, 08:10 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିରର ଡନ୍ ଟିମନ୍ କୁମ୍ଭାର ସରକାରୀ ଜମି ଉପରେ ତିଆରି କରିଥିବା ଘରକୁ ୨୪ ଘଣ୍ଟା ମଧ୍ୟରେ ଖାଲି କରିବାକୁ ମ୍ୟୁନିସିପାଲିଟି ଆଜି ନୋଟିସ୍  ଦେଇଛି। ପୋଲିସ୍‌ର ରିପୋର୍ଟ ପରେ ମ୍ୟୁନିସିପାଲିଟି ଓ ବଲାଙ୍ଗିର ତହସିଲ ବିଭାଗ ଜମି  ଚିହ୍ନଟ କରି ସରକାରୀ ଜମି ଉପରେ ନିର୍ମାଣ ହୋଇଥିବା ଘରଗୁଡ଼ିକରେ ନାଲି ଛକି ଦେଇ ଚିହ୍ନଟ କରିଥିଲେ।

ଆସନ୍ତାକାଲି ଟିମନ୍‌ର ଏହି ବେଆଇନ ନିର୍ମାଣ ଘର ଭଙ୍ଗାଯାଇପାରେ। ତେବେ ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story