ବଲାଙ୍ଗିର ଅନର କିଲିଂ ଘଟଣା: ଅଭିଯୁକ୍ତଙ୍କ ଦୁଇ ସନ୍ତାନକୁ  ଉଦ୍ଧାର କଲା ଚାଇଲ୍ଡ ଲାଇନ

ବଲାଙ୍ଗିର: ବଲାଙ୍ଗିର ଅନର କିଲିଂ ଘଟଣାରେ ଅଭିଯୁକ୍ତ କୈଳାସ ତଅଁଳାଙ୍କ ଦୁଇ ସନ୍ତାନକୁ ବଲାଙ୍ଗିର ଶିଶୁ କଲ୍ୟାଣ କମିଟିର ନିର୍ଦ୍ଦେଶ କ୍ରମେ ଖୁଣ୍ଟସମଲାଇ ଗାଁରୁ ପାଟଣାଗଡ଼ ଚାଇଲ୍ଡ ଲାଇନ ଉଦ୍ଧାର କରିଛି। ଉଭୟଙ୍କୁ ପାର୍ବତୀଗିରି ବାଳ ନିକେତନରେ ରଖାଯାଇଛି। କୈଳାସଙ୍କ ମାଆ ମେମ୍ ତଅଁଳାକୁ ମଧ୍ୟ ବୃଦ୍ଧାଶ୍ରମରେ ରଖିବା ଲାଗି ପ୍ରଶାସନ ଯୋଜନା କରୁଛି। ଭିନ୍ନ ଜାତିରଆ ବିବାହ କରିଥିବାରୁ ଗତ ୨୪ ତାରିଖରେ କୈଳାସ ଝିଅ ଗରତାକୁ ବଲାଙ୍ଗିର ରେଳ ଷ୍ଟେସନ ନିକଟରେ ତଣ୍ଟି ଚିପି […]

bolangir

bolangir

Rakesh Mallick
  • Published: Sunday, 29 May 2016
  • Updated: 29 May 2016, 03:21 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ଅନର କିଲିଂ ଘଟଣାରେ ଅଭିଯୁକ୍ତ କୈଳାସ ତଅଁଳାଙ୍କ ଦୁଇ ସନ୍ତାନକୁ ବଲାଙ୍ଗିର ଶିଶୁ କଲ୍ୟାଣ କମିଟିର ନିର୍ଦ୍ଦେଶ କ୍ରମେ ଖୁଣ୍ଟସମଲାଇ ଗାଁରୁ ପାଟଣାଗଡ଼ ଚାଇଲ୍ଡ ଲାଇନ ଉଦ୍ଧାର କରିଛି। ଉଭୟଙ୍କୁ ପାର୍ବତୀଗିରି ବାଳ ନିକେତନରେ ରଖାଯାଇଛି। କୈଳାସଙ୍କ ମାଆ ମେମ୍ ତଅଁଳାକୁ ମଧ୍ୟ ବୃଦ୍ଧାଶ୍ରମରେ ରଖିବା ଲାଗି ପ୍ରଶାସନ ଯୋଜନା କରୁଛି।

ଭିନ୍ନ ଜାତିରଆ ବିବାହ କରିଥିବାରୁ ଗତ ୨୪ ତାରିଖରେ କୈଳାସ ଝିଅ ଗରତାକୁ ବଲାଙ୍ଗିର ରେଳ ଷ୍ଟେସନ ନିକଟରେ ତଣ୍ଟି ଚିପି ହତ୍ୟା କରିଥିଲା। ଘଟଣା ପରଠାରୁ କୈଳାସ ଫେରାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos