ବଲାଙ୍ଗିରରେ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ: ଜିଲ୍ଲାପାଳ ଅଫିସ ଘେରିଲେ ମହିଳା

ବଲାଙ୍ଗିର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ହିତାଧିକାରୀ ତାଲିକାରେ ସାମିଲ ହୋଇ ନ ଥିବାରୁ ମହିଳାମାନେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ପୂର୍ବରୁ ବିପିଏଲ୍ ତାଲିକାରେ ନାଁ ଥିଲେ ମଧ୍ୟ ନୂଆ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯାଇ ନ ଥିବାରୁ ପୁଇଁନ୍ତଲା ବ୍ଲକ୍ ଜାମଗାଁ ପଞ୍ଚାୟତର ଏହି ମହିଳାମାନେ ସେମାନଙ୍କ ଅସନ୍ତୋଷ ଜାହିର କରିଛନ୍ତି। କିଛିମାସ ତଳେ ପଞ୍ଚାୟତବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବା ପରେ ସମସ୍ତ ଯୋଗ୍ୟ ବ୍ୟକ୍ତି ତାଲିକାରେ […]

bolangir

bolangir

Rakesh Mallick
  • Published: Sunday, 20 December 2015
  • Updated: 20 December 2015, 03:41 PM IST

Sports

Latest News

ବଲାଙ୍ଗିର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ହିତାଧିକାରୀ ତାଲିକାରେ ସାମିଲ ହୋଇ ନ ଥିବାରୁ ମହିଳାମାନେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ପୂର୍ବରୁ ବିପିଏଲ୍ ତାଲିକାରେ ନାଁ ଥିଲେ ମଧ୍ୟ ନୂଆ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯାଇ ନ ଥିବାରୁ ପୁଇଁନ୍ତଲା ବ୍ଲକ୍ ଜାମଗାଁ ପଞ୍ଚାୟତର ଏହି ମହିଳାମାନେ ସେମାନଙ୍କ ଅସନ୍ତୋଷ ଜାହିର କରିଛନ୍ତି।

କିଛିମାସ ତଳେ ପଞ୍ଚାୟତବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବା ପରେ ସମସ୍ତ ଯୋଗ୍ୟ ବ୍ୟକ୍ତି ତାଲିକାରେ ସାମିଲ ହେବେ ବୋଲି ପ୍ରତିଶ୍ରୁତି ପାଇଥିଲେ। ମାତ୍ର ପରେ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ସେମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story