ଘରେ ପଡ଼ିରହିଛି ଗଦାଗଦା ବାହାଘର ଗିଫ୍ଟ, ଖୋଲିବାକୁ ଭୟ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣାର ପାଞ୍ଚଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିପାରିଲା ନାହିଁ। ଏହି ଘଟଣା ପରେ, ସ୍କାନର ମାଧ୍ୟମରେ କୋରିଅରରୁ ଆସୁଥିବା ପାର୍ସଲକୁ ନେଇ, ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏପରିକି ବର-କନ୍ୟା ବାହାଘରର ଉପହାର ଖୋଲିବାକୁ ଡରୁଛନ୍ତି। କିନ୍ତୁ ଏବେ ବି, କୋରିଅର ଉପରେ କାହାରି ଲଗାମ ନାହିଁ। କୌଣସି କୋରିଅରରେ ସି.ସି.ଟିଭି ଲଗାଯାଇ ନାହିଁ। ଏହି  ଘଟଣା ପରେ ତତ୍ପର ହୋଇ ଉଠିଥିବା କୋରିଅର କର୍ମଚାରୀ […]

gift box

gift box

Rakesh Mallick
  • Published: Tuesday, 27 February 2018
  • Updated: 27 February 2018, 05:25 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣାର ପାଞ୍ଚଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିପାରିଲା ନାହିଁ। ଏହି ଘଟଣା ପରେ, ସ୍କାନର ମାଧ୍ୟମରେ କୋରିଅରରୁ ଆସୁଥିବା ପାର୍ସଲକୁ ନେଇ, ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏପରିକି ବର-କନ୍ୟା ବାହାଘରର ଉପହାର ଖୋଲିବାକୁ ଡରୁଛନ୍ତି।

କିନ୍ତୁ ଏବେ ବି, କୋରିଅର ଉପରେ କାହାରି ଲଗାମ ନାହିଁ। କୌଣସି କୋରିଅରରେ ସି.ସି.ଟିଭି ଲଗାଯାଇ ନାହିଁ। ଏହି  ଘଟଣା ପରେ ତତ୍ପର ହୋଇ ଉଠିଥିବା କୋରିଅର କର୍ମଚାରୀ ଖୁବ ଶୀଘ୍ର ସି.ସି.ଟିଭି ଲଗାଇବାର ଯୋଜନା କରୁଛନ୍ତି। ଏଥିସହିତ ଆଧାରକାର୍ଡକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ଅତଙ୍କରେ ଲୋକେ

୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣ ଯୋଗୁଁ, ଆତଙ୍କିତ ଅବସ୍ଥାରେ ଅଛନ୍ତି ବଲାଙ୍ଗିର ପାଟଣାଗଡ଼ ବାସୀ। ଅଧିକାଂଶ ନବବିବାହିତା ବରକନ୍ୟାଙ୍କ ଘରେ ପଡ଼ି ରହିଛି ଗଦା ଗଦା ସ୍ନେହଁ ସଦିଚ୍ଛାର ଉପହାର ପ୍ୟାକେଟ୍‌। ଏସବୁ ଖୋଲିବାକୁ ମଧ୍ୟ ଭୟ ଲାଗୁଛି। କାରଣ କିଛିଦିନ ତଳେ ଏମିତି ଏକ ଉପହାର ଭିତରେ ଆସିଥିଲା ମୃତ୍ୟୁର ଇସ୍ତାହାର, ଯାହା ଥରାଇ ଦେଇଥିଲା ପାଟଣାଗଡ଼ବାସୀଙ୍କ ଛାତି।

ପାଟଣାଗଡ଼ ସାହୁ ପରିବାରର ଘଟଣା ପରେ, ଏବେ ସବୁଠି ଭୟ ଓ ଆତଙ୍କ ଦେଖିବାକୁ ମଳିଛି। ଖାଲି ବାହାଘର ନୁହେଁ, ବ୍ୟବସାୟୀମାନ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ପାଟଣାଗଡ଼ର ଘଟଣା ପରେ, କେମିତି ଅଛି କୋରିଅରର ସ୍ଥିତି ?

ପ୍ରତିଦିନ ଡାକ ଦେବା ନେବା କୋରିଅର ମାଧ୍ୟମରେ ହୋଇଥାଏ। କିନ୍ତୁ ଗତ ୨୩ ତାରିଖ ପାଟଣାଗଡ଼ର ଘଟଣା ପରେ, ଏଠି ବି ଭୟ ଓ ଆତଙ୍କର ପରିବେଶ।

ବଲାଙ୍ଗିର ସହରରେ ବିଭିନ୍ନ ନାଁରେ ଅନେକ କୋରିଅର ଅଛି। ଯେଉଁ ସ୍କାଏକିଙ୍ଗ୍ କୋରିଅରରେ ପାଟଣାଗଡ଼ରେ ଏତେବଡ଼ ଦୁର୍ଘଟଣା ଘଟିଗଲା ତାହା ଏବେ ବି ସୁରକ୍ଷିତ ନାହିଁ। କୋରିଅରରେ ସି.ସି.ଟିଭି ଲାଗି ନାହିଁ। କିଏ ଆସିଲା ଓ କିଏ ଗଲା, ତାହା ଜଣାପଡ଼ୁ ନାହିଁ। ଖାଲି ସ୍କାଏକିଙ୍ଗ୍ ନୁହେଁ, ଅନ୍ୟ କୋରିଅରର ଗୁଡ଼ିକରେ ମଧ୍ୟ ସମାନ ପରିସ୍ଥିତି। କୌଣସି ଗୋଟିଏ ଜାଗାରେ ମଧ୍ୟ ସି.ସି.ଟିଭି ଲଗାଯାଇ ନାହିଁ।

କିନ୍ତୁ ଏହି ଘଟଣା ପରେ, ସବୁଠି ଆଧାର ଲିଙ୍କକୁ ବାଧ୍ୟତାମୂଳକ କରିଛନ୍ତି କୋରିଅର ମାଲିକ। ଏପରିକି ତାଙ୍କ ପାଖରେ ପୋଲିସ ପହଞ୍ଚି ନଥିଲେ ବି, ମାଲିକମାନେ ନିଜେ ନିଜେ ସି.ସି.ଟିଭି ଲଗାଇବାକୁ ମନସ୍ଥ କରିଛନ୍ତି।  କିନ୍ତୁ ଏସବୁ ପରେ ମଧ୍ୟ ଲୋକଙ୍କ ମନରେ ବସା ବାନ୍ଧିଛି କୋରିଅର ଭୟ। କାରଣ ଏବେ ବି, ଘଟଣା ସମ୍ପର୍କରେ ନୀରବ ରହିଛି ବଲାଙ୍ଗିର ପୋଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story