ଦଶହରା ପୂର୍ବରୁ କଟକ ଅଶାନ୍ତ: ଦିନ ଦ୍ୱି’ପହରେ ବୋମା ମାଡ଼

କଟକ (ଓଡ଼ିଶା ରିପୋର୍ଟର): ଆଜି ଦିନ ଦ୍ୱି’ପ୍ରହରରେ କଟକ ବାଦାମବାଡ଼ି ଜୟଶ୍ରୀ ସିନେମା ହଲ୍‌ ନିକଟସ୍ଥ ରାସ୍ତାରେ ବୋମା ମାଡ଼ ଫୁଟୁଛି। ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣା ସ୍ଥଳରେ ବାଦାମବାଡ଼ି ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କୁ ଧରିବାରେ ଏକ ପ୍ରକାର ଫେଲ୍‌ ମାରିଛି। ଦେଢ ମାସ ମଧ୍ୟରେ ବାଦାମବାଡ଼ି ଅଞ୍ଚଳରେ ପାଞ୍ଚ ଥର ପାଇଁ ବୋମାମାଡ଼ ହୋଇଛି। ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ସୁତୁଲି ବୋମା […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 06:29 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଆଜି ଦିନ ଦ୍ୱି’ପ୍ରହରରେ କଟକ ବାଦାମବାଡ଼ି ଜୟଶ୍ରୀ ସିନେମା ହଲ୍‌ ନିକଟସ୍ଥ ରାସ୍ତାରେ ବୋମା ମାଡ଼ ଫୁଟୁଛି। ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣା ସ୍ଥଳରେ ବାଦାମବାଡ଼ି ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କୁ ଧରିବାରେ ଏକ ପ୍ରକାର ଫେଲ୍‌ ମାରିଛି। ଦେଢ ମାସ ମଧ୍ୟରେ ବାଦାମବାଡ଼ି ଅଞ୍ଚଳରେ ପାଞ୍ଚ ଥର ପାଇଁ ବୋମାମାଡ଼ ହୋଇଛି। ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ସୁତୁଲି ବୋମା ଜଣାପଡ଼ିଛି। ବୋମା ମାଡ଼ ପରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।

ଭାଇଚାରାର ସହର ହେଉଛି କଟକ। ଏଠାରେ ପୂଜା ଧୁମ୍‌ଧାମରେ ପାଳନ କରାଯାଇଥାଏ। ପୂଜା ଯେପରି ଶାନ୍ତିଶୃଙ୍ଖଳାରେ ହେବ, ସେଥିପ୍ରତି ଧ୍ୟାନ ଦେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାତିରେ ପାଟ୍ରୋଲିଂ କଡ଼ା କଡ଼ି କରାଯାଇଛି। ଏହା ସତ୍ତ୍ୱେ ଦିନ ଦ୍ୱି’ପ୍ରହରରେ ଦୁର୍ବୃତ୍ତମାନେ ବୋମା ମାଡ଼ କରି ଅଶାନ୍ତି ଭିଆଇବାକୁ ଚେଷ୍ଟା କରୁଛନ୍ତି। ଯାହାଫଳରେ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story