ଭୁବନେଶ୍ୱରରେ ବୋମାମାଡ଼, ୫ରୁ ଅଧିକ ବୋମା ଫିଙ୍ଗିଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ହୋଇଛି ବୋମାମାଡ଼। ସନ୍ଧ୍ୟାରେ ଘଟିଛି ଏ ଘଟଣା। ଝାରପଡ଼ାର ଦୋଳମଣ୍ଡପ ଛକରେ ଘଟିଛି ଏ ଘଟଣା। ଝାରପଡ଼ା ଉନ୍ନୟନ କମିଟିର ସମ୍ପାଦକ ସନ୍ଦୀପ କୁମାର ହରିଚନ୍ଦନଙ୍କ ଘର ଉପରକୁ ଏହି ବୋମାମାଡ଼ ହୋଇଛି।  ବୋମାମାଡ଼ରେ ତାଙ୍କର ଗୋଟିଏ ସ୍କର୍ପିଓ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ। ସେମାନେ ୫ରୁ ଅଧିକ ବୋମା ଫିଙ୍ଗି ଥିଲେ। ବୋମାମାଡ଼ କରି ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ତେବେ […]

bomb1

bomb1

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 10:23 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ହୋଇଛି ବୋମାମାଡ଼। ସନ୍ଧ୍ୟାରେ ଘଟିଛି ଏ ଘଟଣା। ଝାରପଡ଼ାର ଦୋଳମଣ୍ଡପ ଛକରେ ଘଟିଛି ଏ ଘଟଣା। ଝାରପଡ଼ା ଉନ୍ନୟନ କମିଟିର ସମ୍ପାଦକ ସନ୍ଦୀପ କୁମାର ହରିଚନ୍ଦନଙ୍କ ଘର ଉପରକୁ ଏହି ବୋମାମାଡ଼ ହୋଇଛି।  ବୋମାମାଡ଼ରେ ତାଙ୍କର ଗୋଟିଏ ସ୍କର୍ପିଓ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।

ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ। ସେମାନେ ୫ରୁ ଅଧିକ ବୋମା ଫିଙ୍ଗି ଥିଲେ। ବୋମାମାଡ଼ କରି ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।

ତେବେ କିଏ ଏଭଳି ବୋମାମାଡ଼ କରିଛି, କାହିଁକି ଏଭଳି ବୋମାମାଡ଼ ହୋଇଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି।  ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos