ବିଜେପି ନେତ୍ରୀଙ୍କ କାର୍‌ ଜାଳିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଜଣେ ବିଜେପି ନେତ୍ରୀଙ୍କ କାର୍‌କୁ ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତି ବାରିକଙ୍କ ଗାଡ଼ି ଉପରେ ପେଟ୍ରୋଲ ବୋମା ପକାଇ ଦୁର୍ବୃତ୍ତ ଜାଳି ଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ବ୍ରିଟ କଲୋନୀ ଘର ଆଗରେ ଏହି ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଯାଞ୍ଚ ସହ ତନାଘନା କରୁଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ […]

CAR_FIRE

CAR_FIRE

Tapaswini Nayak
  • Published: Wednesday, 17 November 2021
  • Updated: 17 November 2021, 02:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଜଣେ ବିଜେପି ନେତ୍ରୀଙ୍କ କାର୍‌କୁ ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତି ବାରିକଙ୍କ ଗାଡ଼ି ଉପରେ ପେଟ୍ରୋଲ ବୋମା ପକାଇ ଦୁର୍ବୃତ୍ତ ଜାଳି ଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ବ୍ରିଟ କଲୋନୀ ଘର ଆଗରେ ଏହି ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଯାଞ୍ଚ ସହ ତନାଘନା କରୁଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ ବୋମାମାଡ ହୋଇଛି।

ବିଜେପି ନେତ୍ରୀଙ୍କ ଗାଡ଼ି ଉପରକୁ କିଏ ବୋମାମାଡ଼ କଲା, ସେନେଇ କିଛି  ସ୍ପଷ୍ଟ ହୋଇପାରିନାହିଁ।ବିଜେପି ନେତ୍ରୀଙ୍କ ଘର ସାମ୍ନାରେ ସରକାରୀ ଜାଗା ରହିଛି। ସେହି ଜାଗାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ମିନତି ବାରିକଙ୍କ ସ୍ୱାମୀ କହିଛନ୍ତି, ଆମର କାହା ସହ ଶତ୍ରୁତା ନାହିଁ। ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଆମେ ଥାନାରେ ଅଭିଯୋଗ କରିଛୁ। ପୁଲିସ ଘଟଣାସ୍ଥଳରୁ କିଛି ଅଫୁଟା ବୋମା  ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story