ଅଟୋ ଚାଳକଙ୍କ ଉପରକୁ ବୋମାମାଡ଼

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲାର ରାଜସୁନାଖଳା ଗାଁରେ ଆଜି ହୋଇଛି ବୋମାମାଡ଼। ଏଥିରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଟୁଲୁ ବାରିକ। ତାଙ୍କ ଘର ବାଣପୁରରେ। ସେ ସେଠାରେ ଭଡ଼ା ଘର ନେଇ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ତେବେ ଗୁଳି ତାଙ୍କ ଦେହରେ ବାଜି ନଥିଲା। ଏହା ପରେ ସେମାନେ ବୋମା ଫୋପାଡ଼ି ଫେରାର ହୋଇଯାଇଥିଲେ। […]

nayagarh

nayagarh

Rakesh Mallick
  • Published: Monday, 26 February 2018
  • Updated: 26 February 2018, 09:53 AM IST

Sports

Latest News

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲାର ରାଜସୁନାଖଳା ଗାଁରେ ଆଜି ହୋଇଛି ବୋମାମାଡ଼। ଏଥିରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଟୁଲୁ ବାରିକ। ତାଙ୍କ ଘର ବାଣପୁରରେ। ସେ ସେଠାରେ ଭଡ଼ା ଘର ନେଇ ରହୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ତେବେ ଗୁଳି ତାଙ୍କ ଦେହରେ ବାଜି ନଥିଲା। ଏହା ପରେ ସେମାନେ ବୋମା ଫୋପାଡ଼ି ଫେରାର ହୋଇଯାଇଥିଲେ।

ଜମିବାଡ଼ିକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story