ଏନଫୋର୍ସ ମେଣ୍ଟ ଅଧିକାରୀଙ୍କ ଘରକୁ ବୋମାମାଡ଼

ପୁରୀ (ଓଡ଼ିଶା ରିପୋର୍ଟର): ଥାନାରୁ କେସ୍ ଉଠାଇବା ପାଇଁ ପ୍ରଥମେ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କୁ ଫୋନରେ ଧମକ ଦେଲେ। ତା’ ପରେ ତାଙ୍କ ଘର ଉପରକୁ ତିନୋଟି ବୋମା ଫିଙ୍ଗିଲେ। ପୁରୀ ଜିଲ୍ଲାରେ ଘଟିଛି ଏହି ଘଟଣା। ବୋମାମାଡ଼ରେ ଏନଫୋର୍ସ ମେଣ୍ଟ ଅଧିକାରୀ କାଶୀନାଥ ମହାରଣାଙ୍କ ଝିଅ ଆହତ ହୋଇଛନ୍ତି। ଏହାସହ ତାଙ୍କ ଘରର କାନ୍ଥ ଗୁଡ଼ିକ ଫାଟି ଯାଇଛି। କାଶୀନାଥ ପୁରୀ ମ୍ୟୁନିସିପାଲଟି ଅଫିସରେ ଏନଫୋର୍ସ ମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଗତ ୧୬ ତାରିଖରେ […]

puri

puri

Tapaswini Nayak
  • Published: Sunday, 24 April 2022
  • Updated: 24 April 2022, 11:30 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଥାନାରୁ କେସ୍ ଉଠାଇବା ପାଇଁ ପ୍ରଥମେ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କୁ ଫୋନରେ ଧମକ ଦେଲେ। ତା’ ପରେ ତାଙ୍କ ଘର ଉପରକୁ ତିନୋଟି ବୋମା ଫିଙ୍ଗିଲେ। ପୁରୀ ଜିଲ୍ଲାରେ ଘଟିଛି ଏହି ଘଟଣା।

ବୋମାମାଡ଼ରେ ଏନଫୋର୍ସ ମେଣ୍ଟ ଅଧିକାରୀ କାଶୀନାଥ ମହାରଣାଙ୍କ ଝିଅ ଆହତ ହୋଇଛନ୍ତି। ଏହାସହ ତାଙ୍କ ଘରର କାନ୍ଥ ଗୁଡ଼ିକ ଫାଟି ଯାଇଛି।

କାଶୀନାଥ ପୁରୀ ମ୍ୟୁନିସିପାଲଟି ଅଫିସରେ ଏନଫୋର୍ସ ମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଗତ ୧୬ ତାରିଖରେ କାଶୀନାଥଙ୍କ ଘରୁ କିଛି ଲୋକ ପାରା ଚୋରି କରି ନେଇ ଯାଇଥିଲେ। ଏନେଇ ସେ କୁମ୍ଭାରପଡ଼ା ଥାନାରେ ୩ ଜଣଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା।

ଅଭିଯୁକ୍ତମାନେ ଶନିବାର ସକାଳେ କାଶୀନାଥଙ୍କୁ ଫୋନ୍‌ରେ କେସ୍‌ ଉଠାଇ ନେବା ପାଇଁ ଧମକ ଦେଇଥିଲେ। ଏହା ପରେ ରାତି ତାଙ୍କ ଘର ଉପରକୁ ୩ଟି ବୋମା ମାଡ଼ କରିଥିବା କାଶୀନାଥ ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଏହାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story