ପିଏଚ୍‌ଡି ଲ୍ୟାବ୍‌ରେ ତିଆରି ହୋଇଥିଲା ବୋମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜ୍ୟୋତିବିକାଶ ଜୁନିୟର କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍‌ ମେହେର ପିଏଚ୍‌ଡି କରୁଥିଲେ। ପରିବାର ଲୋକେ ଶୋଇବା ପରେ ଘରେ ଭିତରେ ରାତିରେ ଅନିଦ୍ରା ହୋଇ ଥେସିସ୍‌ ଲେଖୁଥିଲେ। ମାତ୍ର ପ୍ରକୃତରେ ସେ ଥେସିସ୍‌ ଲେଖୁ ନଥିଲେ, ରାତି ରାତି ଅନିଦ୍ରା ହୋଇ ପିଏଚ୍‌ଡି ଲ୍ୟାବ୍‌ରେ ବୋମା ତିଆରି କରୁଥିଲେ। ନିଜେ ସଂଗ୍ରହ କରିଥିବା ବାରୁଦରେ ତିଆରି କରୁଥିଲେ ଛୋଟ ଛୋଟ ବୋମା। ଏହା ସଫଳ ହୋଇଛି ନା ନାହିଁ […]

patanagarh

patanagarh

Rakesh Mallick
  • Published: Wednesday, 25 April 2018
  • Updated: 25 April 2018, 08:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜ୍ୟୋତିବିକାଶ ଜୁନିୟର କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍‌ ମେହେର ପିଏଚ୍‌ଡି କରୁଥିଲେ। ପରିବାର ଲୋକେ ଶୋଇବା ପରେ ଘରେ ଭିତରେ ରାତିରେ ଅନିଦ୍ରା ହୋଇ ଥେସିସ୍‌ ଲେଖୁଥିଲେ। ମାତ୍ର ପ୍ରକୃତରେ ସେ ଥେସିସ୍‌ ଲେଖୁ ନଥିଲେ, ରାତି ରାତି ଅନିଦ୍ରା ହୋଇ ପିଏଚ୍‌ଡି ଲ୍ୟାବ୍‌ରେ ବୋମା ତିଆରି କରୁଥିଲେ। ନିଜେ ସଂଗ୍ରହ କରିଥିବା ବାରୁଦରେ ତିଆରି କରୁଥିଲେ ଛୋଟ ଛୋଟ ବୋମା। ଏହା ସଫଳ ହୋଇଛି ନା ନାହିଁ ଜାଣିବା ପାଇଁ ଏକାଧିକ ଥର ପରୀକ୍ଷା କରିଥିଲେ। ଯେତେବେଳେ ଜାଣିଲେ ପରୀକ୍ଷା ସଫଳ ହୋଇଛି, ତାହା ପରେ କାର୍ଯ୍ୟରେ ରୂପାନ୍ତରିତ କରିବା ପାଇଁ ବାହାରି ପଡ଼ିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ କାର୍‌ପେଟ୍‌ ଉପରେ ବସି ବୋମା ତିଆରି କରୁଥିଲେ ସେହି ରାତିରେ ସେହି କାରେପ୍‌ଟକୁ ପୋଡି ଦେଉଥିଲେ। ଯାହାର ପ୍ରମାଣ ପୋଲିସକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story