ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍‌ରେ ବୋମା ଆତଙ୍କ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍‌ରେ ବୋମା ଆତଙ୍କ। ଟ୍ରେନ୍‌ର ସଂରକ୍ଷିତ ବଗି S-11ରୁ ଆରପିଏଫ୍‌ ୨ଟି ସନ୍ଦିଗ୍ଧ ବାକ୍ସ ଜବତ କରିଛି। ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ମଧିରା ଷ୍ଟେସନରେ ଏହି ବାକ୍ସ ଦେଖିବାକୁ ମିଳିଥିଲା। ତେବେ ଏହି ବାକ୍ସର କେହି ଦାବିଦାର ନଥିବାରୁ ଏଥିରେ କଣ ରହିଛି ତାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏନେଇ ଖବର ପାଇ  ବୋମା ସ୍କ୍ୱାଡ୍‌ ଟିମ୍‌ ଟ୍ରେନ୍‌ରୁ ବାକ୍ସକୁ ବାହାର କରି ଯାଞ୍ଚ ଆରମ୍ଭ […]

konark express

konark express

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 10:41 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍‌ରେ ବୋମା ଆତଙ୍କ। ଟ୍ରେନ୍‌ର ସଂରକ୍ଷିତ ବଗି S-11ରୁ ଆରପିଏଫ୍‌ ୨ଟି ସନ୍ଦିଗ୍ଧ ବାକ୍ସ ଜବତ କରିଛି। ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ମଧିରା ଷ୍ଟେସନରେ ଏହି ବାକ୍ସ ଦେଖିବାକୁ ମିଳିଥିଲା। ତେବେ ଏହି ବାକ୍ସର କେହି ଦାବିଦାର ନଥିବାରୁ ଏଥିରେ କଣ ରହିଛି ତାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏନେଇ ଖବର ପାଇ  ବୋମା ସ୍କ୍ୱାଡ୍‌ ଟିମ୍‌ ଟ୍ରେନ୍‌ରୁ ବାକ୍ସକୁ ବାହାର କରି ଯାଞ୍ଚ ଆରମ୍ଭ କରିଛି।

ଗତକାଲି ଦିନ ୩ଟାରେ ମୁମ୍ୱାଇରୁ ଭୁବନେଶ୍ୱର ଅଭମୁଖେ ଟ୍ରେନ ଛାଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story