ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଖଞ୍ଜିଥିଲେ ପ୍ରେସର କୁକର ବୋମା, ତା’ପରେ...

ମାଲକାନଗିରି(ଓଡ଼ିଶା ରିପୋର୍ଟର): ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଖଞ୍ଜିଥିଲେ ୫ କିଲୋ ଓଜନର ପ୍ରେସର କୁକର ବୋମା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ କରିଥିଲେ ଏକ ବଡ଼ ଯୋଜନା। ହେଲେ ଅଳ୍ପଳେ ବର୍ତ୍ତିଲେ ସୁରକ୍ଷା ଯବାନ। ବିଜାପୁରରେ ଯବାନଙ୍କୁ  ଟାର୍ଗେଟ କରିବା ପାଇଁ ବଡ଼ ଧରଣର ଯୋଜନା କରିଥିଲେ ନକ୍ସଲ। ମାଟିତଳେ ଖଞ୍ଜିଥିଲେ ପ୍ରେସର କୁକର ବୋମା। ୧୬୫ ସିଆରପିଏଫ୍ ବାଟାଲିୟନର ଯବାନମାନେ ପାମମଲାର ବାଙ୍ଗେଲି ନିକଟରେ ନିର୍ମାଣାଧୀନ ଏକ […]

bom

bom

Tapaswini Nayak
  • Published: Friday, 13 May 2022
  • Updated: 13 May 2022, 11:51 AM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଖଞ୍ଜିଥିଲେ ୫ କିଲୋ ଓଜନର ପ୍ରେସର କୁକର ବୋମା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ କରିଥିଲେ ଏକ ବଡ଼ ଯୋଜନା। ହେଲେ ଅଳ୍ପଳେ ବର୍ତ୍ତିଲେ ସୁରକ୍ଷା ଯବାନ।

ବିଜାପୁରରେ ଯବାନଙ୍କୁ  ଟାର୍ଗେଟ କରିବା ପାଇଁ ବଡ଼ ଧରଣର ଯୋଜନା କରିଥିଲେ ନକ୍ସଲ। ମାଟିତଳେ ଖଞ୍ଜିଥିଲେ ପ୍ରେସର କୁକର ବୋମା। ୧୬୫ ସିଆରପିଏଫ୍ ବାଟାଲିୟନର ଯବାନମାନେ ପାମମଲାର ବାଙ୍ଗେଲି ନିକଟରେ ନିର୍ମାଣାଧୀନ ଏକ ବ୍ରିଜକୁ ସୁରକ୍ଷା ଦେବାକୁ ଯିବା ବେଳେ  ନକ୍ସଲମାନେ ଖଞ୍ଜିଥିବା ୫ କିଲୋ ଓଜନର ପ୍ରେସର କୁକର ବୋମାକୁ ଠାବ କରିଥିଲେ। ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos