ଦୁର୍ଘଟଣା ପାଇଁ ଇଞ୍ଜିନିୟର ଦାୟୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ପୁଣି ବମିଖାଲ ଓଭରବ୍ରିଜ୍‌ରେ ଘଟିଛି ଦୁର୍ଘଟଣା। ନିର୍ମାଣ କାମ ଚାଲିଥିବା ବେଳେ ରଡ୍‌ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି। ଏହି ଦୁର୍ଘଟଣା ପାଇଁ ଠିକା ସଂସ୍ଥା ଦାୟୀ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ରାଜ୍ୟ ଠିକାଦାର ସଂଘର ସଭାପତି ପ୍ରଭାତ ଦାସ। ସେ କହିଛନ୍ତି-ଦୁର୍ଘଟଣା ପାଇଁ ଇଞ୍ଜିନିୟରମାନେ ଦାୟୀ। ସେ […]

pc

pc

Rakesh Mallick
  • Published: Friday, 04 May 2018
  • Updated: 04 May 2018, 04:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ପୁଣି ବମିଖାଲ ଓଭରବ୍ରିଜ୍‌ରେ ଘଟିଛି ଦୁର୍ଘଟଣା। ନିର୍ମାଣ କାମ ଚାଲିଥିବା ବେଳେ ରଡ୍‌ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି। ଏହି ଦୁର୍ଘଟଣା ପାଇଁ ଠିକା ସଂସ୍ଥା ଦାୟୀ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ରାଜ୍ୟ ଠିକାଦାର ସଂଘର ସଭାପତି ପ୍ରଭାତ ଦାସ। ସେ କହିଛନ୍ତି-ଦୁର୍ଘଟଣା ପାଇଁ ଇଞ୍ଜିନିୟରମାନେ ଦାୟୀ।

ସେ କହିଛନ୍ତି-“ଦୁର୍ଘଟଣା ପାଇଁ ଠିକାଦାର ବା ଠିକା ସଂସ୍ଥା ଦାୟୀ ନୁହଁନ୍ତି। ଏଥିପାଇଁ ଦାୟୀତ୍ୱରେ ଥିବା ଇଞ୍ଜିନିୟରମାନେ ହିଁ ଦାୟୀ।  ସେମାନେ କାର୍ଯ୍ୟସ୍ଥଳକୁ ଆଦୌ ଆସୁନାହାନ୍ତି। କେବଳ ପିସି ନେବା ଜାଣିଛନ୍ତି। ଜଣେ ଜଣେ ଜେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ପ୍ରତି ବିଲ୍‌ରେ ପିସି କାରବାର ଚାଲିଛି। ବିନା ପିସିରେ କାମ ନାହିଁ। ବ୍ୟବସ୍ଥା ସଂପୂର୍ଣ୍ଣ ଭ୍ରଷ୍ଟ ହୋଇ ଯାଇଛି। କାର୍ଯ୍ୟାନୁଷ୍ଠାନ ନେବାର ଅଛି ତ ଆଗେ ସେମାନଙ୍କ ଉପରେ ନିଆଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story