ଭୁବନେଶ୍ୱରରେ ବାଇକ୍‌ ସୋ’ ରୁମ୍‌ ଉପରକୁ ବୋମା ମାଡ଼

ଭୁବନେଶ୍ୱର: ଭୁବନେଶ୍ୱର ସିଆର୍‌ପି ଛକର ଏକ ବାଇକ୍‌ ସୋ’ ରୁମ୍‌ ଉପରକୁ ଆଜି ଅପରାହ୍ନରେ ବୋମା ମାଡ଼ ହୋଇଛି। ମାତ୍ର ଏଥିରେ କିଛି କ୍ଷୟକ୍ଷତି ଘଟିନି। ପୋଲିସ୍‌ର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି। ବୋମା ମାଡ଼ର ପ୍ରକୃତ କାରଣ ଜଣାପଡିନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।