ବୋର୍ଡ ପାଖରେ ରହିବ ଶିକ୍ଷକଙ୍କ ସମସ୍ତ ତଥ୍ୟ

କଟକ: ଏଣିକି ବୋର୍ଡ  ପାଖରେ  ଶିକ୍ଷକମାନଙ୍କ  ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ଏଥିପାଇଁ  ବୋର୍ଡ  ସେକେଣ୍ଡାରୀ  ସ୍କୁଲ  ଶିକ୍ଷକମାନଙ୍କ  ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏହି ପଞ୍ଜିକରଣ ଅନଲାନରେ କରାଯିବ। ଏଥିପାଇଁ ୱେବସାଇଟ୍  www.bseodisha.indiaresults.com/rtet ରହିଛି। ୱେବସାଇଟଟି ଡିସେମ୍ୱର ମାସ ୨୧ରୁ ୩୦ ତାରିଖ ମଧ୍ୟରାତ୍ର ଯାଏଁ ଖୋଲା ରହିବ। ଏହା ମଧ୍ୟରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଥବା ତାଙ୍କ ଦ୍ୱାରା ନିୟୋଜିତ ଶିକ୍ଷକ ସ୍କୁଲର ସବୁ ଶିକ୍ଷକଙ୍କ ବିସ୍ତୃତ ତଥ୍ୟ ଦେଇ ନାମ ପଞ୍ଜିକରଣ […]

board

board

Rakesh Mallick
  • Published: Saturday, 19 December 2015
  • Updated: 19 December 2015, 04:26 PM IST

Sports

Latest News

କଟକ: ଏଣିକି ବୋର୍ଡ  ପାଖରେ  ଶିକ୍ଷକମାନଙ୍କ  ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ଏଥିପାଇଁ  ବୋର୍ଡ  ସେକେଣ୍ଡାରୀ  ସ୍କୁଲ  ଶିକ୍ଷକମାନଙ୍କ  ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏହି ପଞ୍ଜିକରଣ ଅନଲାନରେ କରାଯିବ। ଏଥିପାଇଁ ୱେବସାଇଟ୍  www.bseodisha.indiaresults.com/rtet ରହିଛି। ୱେବସାଇଟଟି ଡିସେମ୍ୱର ମାସ ୨୧ରୁ ୩୦ ତାରିଖ ମଧ୍ୟରାତ୍ର ଯାଏଁ ଖୋଲା ରହିବ। ଏହା ମଧ୍ୟରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଥବା ତାଙ୍କ ଦ୍ୱାରା ନିୟୋଜିତ ଶିକ୍ଷକ ସ୍କୁଲର ସବୁ ଶିକ୍ଷକଙ୍କ ବିସ୍ତୃତ ତଥ୍ୟ ଦେଇ ନାମ ପଞ୍ଜିକରଣ କରିବେ। ଏହାର ଏକ ହାର୍ଡ କପି ବାହାର କରି ପଞ୍ଜିକୃତ ଶିକ୍ଷକମାନଙ୍କ ଦସ୍ତଖତ ସହିତ ସ୍ଥାନୀୟ ଡିଇଓଙ୍କ ନିକଟକୁ ପଠାଯିବ। ଡିଇଓ ତାଲିକାର ଯାଞ୍ଚ କରି ନିଜ ଦସ୍ତଖତ କରିବା ପରେ ସେହି କପି ଜାନୁୟାରୀ ୪ ତାରିଖ ସୁଦ୍ଧା ନିଜ ଜୋନ୍ କାର୍ଯ୍ୟାଳୟରେ ଜମା କରିବା ପାଇଁ ସ୍କୁଲ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବୋର୍ଡ ନିକଟରେ ଏବେ ରହିଥିବା ହାଇସ୍କୁଲ ଶିକ୍ଷକମାନଙ୍କ ସୂଚନା ପ୍ରାୟ ୨୫ ବର୍ଷ ପୁରୁଣା। ଅନ୍ୟପକ୍ଷରେ ନୂଆ ପଞ୍ଜିକରଣ ବ୍ୟବସ୍ଥା ଦ୍ୱାରା ମାଟ୍ରିକ ପରୀକ୍ଷା ପରିଚାଳନାରେ ଶିକ୍ଷକମାନଙ୍କୁ ନିୟୋଜିତ କରିବାରେ ବେଶ୍ ସହାୟକ ହେବ ବୋଲି ଆଶା ରଖିଛି ବୋର୍ଡ। ଏପରି ପଦକ୍ଷେପକୁ ଶିକ୍ଷକମାନେ ସ୍ୱାଗତ କରିଛନ୍ତି। ରାଜ୍ୟରେ ଥିବା ୯ ହଜାର ହାଇସ୍କୁଲର ପ୍ରାୟ ୬୦ ହଜାର ଶିକ୍ଷକ ଏହି କାର୍ଯ୍ୟକ୍ରମରେ ତାଲିକାଭୁକ୍ତ ହେବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story