ବ୍ରାହ୍ମଣୀ ନଦୀରେ ବୁଡ଼ ପକାଇଲା ବେଳେ ଭାସିଗଲେ ଛାତ୍ର

କାମାକ୍ଷାନଗର(ବିଦ୍ୟାଧର ବରାଳ): କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ ଘଟିଛି। ବ୍ରାହ୍ମଣୀ ନଦୀରେ ବୁଡ଼ ପକାଇବାକୁ ଯାଇ ଭାସିଗଲେ ଜଣେ ଛାତ୍ର। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନରେ।  ନିଖୋଜ ଛାତ୍ର ଜଣଙ୍କ ହେଲେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଲତାବିଲ ସାହିର ରୋସନ ନାୟକ।  ସେ ନବମ ଶ୍ରେଣୀର ଛାତ୍ର ଥିଲେ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ରୋସନ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ବ୍ରାହ୍ମଣୀ ନଦୀକୁ […]

Kamakhyanagar

Kamakhyanagar

Tapaswini Nayak
  • Published: Friday, 19 November 2021
  • Updated: 19 November 2021, 01:23 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ ଘଟିଛି। ବ୍ରାହ୍ମଣୀ ନଦୀରେ ବୁଡ଼ ପକାଇବାକୁ ଯାଇ ଭାସିଗଲେ ଜଣେ ଛାତ୍ର। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନରେ।  ନିଖୋଜ ଛାତ୍ର ଜଣଙ୍କ ହେଲେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଲତାବିଲ ସାହିର ରୋସନ ନାୟକ।  ସେ ନବମ ଶ୍ରେଣୀର ଛାତ୍ର ଥିଲେ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ରୋସନ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ବ୍ରାହ୍ମଣୀ ନଦୀକୁ ଡଙ୍ଗା ଭସାଇବାକୁ ଯାଇଥିଲେ। ସେଠାରେ ଡଙ୍ଗା ଭସାଇ ବୁଡ଼ ପକାଇବା ବେଳେ ସେ ଭାସିଯାଇଥିଲେ। ପରିବାର ଲୋକେ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଡଙ୍ଗା ସାହାଯ୍ୟରେ ରୋସନଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ।

ରୋସନ ବାପାମା’ଙ୍କର ଗୋଟାଏ ପୁଅ ଥିଲେ। ତାଙ୍କର ନିଖୋଜ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story