ବ୍ରହ୍ମଗିରି: ଚିଙ୍ଗୁଡ଼ି ଘେରିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ଜଣେ ମୃତ

ବ୍ରହ୍ମଗିରି: ପୁରୀ ଜିଲ୍ଲା  କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ କୁମାରପୁର ଗାଁ ନିକଟ ଚିଲିକାର ଏକ ଚିଙ୍ଗୁଡ଼ି ଘେରିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ କୁମାରପୁର ଗାଁର  ବାଦଲ ବେହେରା। ଗତକାଲିର  ସଂଘର୍ଷ ପରେ ବାଦଲ ନିଖୋଜ ଥିଲେ। ଆଜି  କୃଷ୍ଣପ୍ରସାଦ ପୋଲିସ୍  ବାଦଲଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାଯୋଗ୍ୟ କୁମାରପୁର ଗାଁ  ନିକଟରେ ନାସି ନାମକ ଏକ ଘେରି […]

death

death

Rakesh Mallick
  • Published: Friday, 11 March 2016
  • Updated: 11 March 2016, 09:11 AM IST

Sports

Latest News

ବ୍ରହ୍ମଗିରି: ପୁରୀ ଜିଲ୍ଲା  କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ କୁମାରପୁର ଗାଁ ନିକଟ ଚିଲିକାର ଏକ ଚିଙ୍ଗୁଡ଼ି ଘେରିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ କୁମାରପୁର ଗାଁର  ବାଦଲ ବେହେରା। ଗତକାଲିର  ସଂଘର୍ଷ ପରେ ବାଦଲ ନିଖୋଜ ଥିଲେ। ଆଜି  କୃଷ୍ଣପ୍ରସାଦ ପୋଲିସ୍  ବାଦଲଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନାଯୋଗ୍ୟ କୁମାରପୁର ଗାଁ  ନିକଟରେ ନାସି ନାମକ ଏକ ଘେରି ରହିଛି। ଏହି ଘେରିକୁ କୁମାରପୁର ଗାଁର ଗୋଟିଏ ଗୋଷ୍ଠୀ ଜବରଦଖଲ କରିଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ଏହାକୁ ଫିସ୍‌ପେଡ୍‌ରୁ ନିଲାମ ଆଣିଥିଲେ। ଗୁରୁବାର ସ୍ଥାନୀୟ ତହସିଲଦାର ପୋଲିସ୍ ଫୋର୍ସ ନେଇ  ନିଲାମ ନେଇଥିବା ଗୋଷ୍ଠୀକୁ ଦଖଲ ଦେବା ପାଇଁ ଘଟଣାସ୍ଥଳକୁ ଯାଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।

ଏହି ସମୟରେ କିଛି ଜବରଦଖଲକାରୀ ଦୁଇଟି ମେସିନ୍ ଡଙ୍ଗାରେ ଆସି ପ୍ରାୟ ୧୫ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଷ୍ଠୀ ସଂଘର୍ଷରେ ୮ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀମାନେ ୫ ଜଣ ଗାଁ ଲୋକଙ୍କୁ ଅଟକ ରଖିଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣ ଖସି ପଳାଇଥିଲେ।

ଆକ୍ରମଣରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ତହସିଲଦାର କୃଷ୍ଣପ୍ରସାଦ ଥାନାରେ ଏତଲା ଦେଇଛନ୍ତି। ପୁରୀର ଅତିରିକ୍ତ ଏସ୍‌ପି ଜଗନ୍ନାଥ ପ୍ରଧାନ କହିଛନ୍ତି,“ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି। ଆଇ.ଆଇ.ସି ଘଟଣାସ୍ଥଳକୁ ଯାଇଛନ୍ତି। ସେ ଫେରିବା ପରେ ଘଟଣା ସମ୍ପର୍କରେ  ରିପୋର୍ଟ ଦେବେ ଓ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story