ରମେଶ ଜେନାଙ୍କ ଦ୍ୱାରା ବ୍ରହ୍ମପୁରରେ ବେଆଇନ ବନ୍ଧୁକ କାରବାର ଚାଲିଥିଲା

ବ୍ରହ୍ମପୁର: ରମେଶଙ୍କ ଦ୍ୱାରା ହିଁ ବ୍ରହ୍ମପୁରରେ ବେଆଇନ ବନ୍ଧୁକ କାରବାର ଚାଲିଥିଲା। ପୋଲିସ ଆଜି ଏପରି ଏକ ବଡ଼ ଖୁଲାସା କରିଛି। ଆଜି ପୋଲିସ ରମେଶଙ୍କୁ ସାଙ୍ଗରେ ନେଇ ତାଙ୍କ ପାଟପୁର ଥାନା ଗମ୍ଭାରୀଗୁଡ଼ାସ୍ଥିତ ଘରେ ଚଢାଉ କରିଥିଲା। ସେଠାରୁ ପୋଲିସ ୨ଟି ମାଉଜର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏହାସହ ତାଙ୍କର ଡି-ଲିଙ୍କ୍‌ ଥାଇପାରେ ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଛି। ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଓ ବ୍ରହ୍ମପୁର ଏସ୍‌ପି ବ୍ରହ୍ମପୁରରେ ଏକ […]

ramesh

ramesh

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 03:21 PM IST

Sports

Latest News

ବ୍ରହ୍ମପୁର: ରମେଶଙ୍କ ଦ୍ୱାରା ହିଁ ବ୍ରହ୍ମପୁରରେ ବେଆଇନ ବନ୍ଧୁକ କାରବାର ଚାଲିଥିଲା। ପୋଲିସ ଆଜି ଏପରି ଏକ ବଡ଼ ଖୁଲାସା କରିଛି। ଆଜି ପୋଲିସ ରମେଶଙ୍କୁ ସାଙ୍ଗରେ ନେଇ ତାଙ୍କ ପାଟପୁର ଥାନା ଗମ୍ଭାରୀଗୁଡ଼ାସ୍ଥିତ ଘରେ ଚଢାଉ କରିଥିଲା। ସେଠାରୁ ପୋଲିସ ୨ଟି ମାଉଜର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏହାସହ ତାଙ୍କର ଡି-ଲିଙ୍କ୍‌ ଥାଇପାରେ ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଛି।

ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଓ ବ୍ରହ୍ମପୁର ଏସ୍‌ପି ବ୍ରହ୍ମପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ରମେଶଙ୍କ ଅପରାଧିକ ସାମ୍ରାଜ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି, “ବ୍ରହ୍ମପୁରରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ମୁଖ୍ୟତଃ ରମେଶଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ହତ୍ୟା, ଟେଣ୍ଡର ଫିକ୍ସିଂ, ଧମକ ଚମକ ଦେଇ ଜମି କିଣା, ଦାଦାବଟି ଆଦାୟ, ଗୁଟଖା ଓ ପରିବହନ ବ୍ୟବସାୟରୁ ରମେଶ ବିପୁଳ ଅର୍ଥ ରୋଜଗାର କରୁଥିଲେ। ତେବେ ମଦ ବ୍ୟବସାୟରୁ ସବୁଠାରୁ ଅଧିକ ରୋଜଗାର କରୁଥିଲେ।”

ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି, “ଘଟଣାର ତଦନ୍ତ କରିବାକୁ ଦୁଇଟି ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ତାଙ୍କ ଅପରାଧିକ ସାମ୍ରାଜ୍ୟରେ କିଏ କିଏ ସମ୍ପୃକ୍ତ ଥିଲେ ତାହାର ତଦନ୍ତ କରୁଛି। ଆଉ ଗୋଟିଏ ଟିମ୍‌ କେଉଁ କେଉଁ କ୍ଷେତ୍ରରେ ସେ କଳାଟଙ୍କା ଲଗାଇଛନ୍ତି ତାହାର ତଦନ୍ତ କରୁଛନ୍ତି।”

ଓଡ଼ିଶା ବ୍ୟତୀତ ବିଶାଖାପାଟଣା ଓ କୋଲକାତା ମଧ୍ୟ ରମେଶଙ୍କ ସମ୍ପତ୍ତି ରହିଛି। ସେ ସେଠାରେ ମଧ୍ୟ ନିଜ କାରବାର ଚାଲାଇଥିଲେ ବୋଲି ଜଣାପଡିଛି। ରମେଶ ଓ ତାଙ୍କ ପରିବାର ନାଁରେ ଥିବା ୨୫ରୁ ୩୦ ଟି ବ୍ୟାଙ୍କ ଆକାଉଣ୍ଟ ଓ ୨ଟି ଗାଡ଼ ଜବତ କରାଯଇଛି।

ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଅମିତାଭ ଠାକୁର କହିଛନ୍ତି, “ତାଙ୍କ ସମ୍ପର୍କରେ ଯେଉଁ ସବୁ ତଥ୍ୟ ସଂଗ୍ରହ କରାଯାଇଥିଲା ସେ ନେଇ ତାଙ୍କୁ ଜେରା କରାଯାଇଛି। ଜେରା ବେଳେ ସେ ବହୁତ ଘଟଣାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story