ବ୍ରହ୍ମପୁର ବଡ଼ ମେଡିକାଲରେ ଯୁବକଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ବଇରିବାଡ଼ ଗାଁର ଗଣପତି ନାମକ ଜଣେ ଯୁବକ ବ୍ରହ୍ମପୁର ବଡ଼ ମେଡିକାଲର ମେଡିସିନ୍ ୱାର୍ଡରେ ଥିବା ପାଇଖାନା ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଭାରତୀଙ୍କ ସହ ବୁଧବାର ରାତିରେ ଗଣପତିଙ୍କର ଝଗଡ଼ା ହୋଇଥିଲା। ଏହା ପରେ ତାଙ୍କ ସ୍ତ୍ରୀ ବାଳ କଳା କରିବାକୁ ବ୍ୟବହାର କରାଯାଉଥିବା ଏକ ତୈଳ ପଦାର୍ଥ ପିଇ ଦେଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ […]

brahampur

brahampur

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 02:51 PM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ବଇରିବାଡ଼ ଗାଁର ଗଣପତି ନାମକ ଜଣେ ଯୁବକ ବ୍ରହ୍ମପୁର ବଡ଼ ମେଡିକାଲର ମେଡିସିନ୍ ୱାର୍ଡରେ ଥିବା ପାଇଖାନା ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସ୍ତ୍ରୀ ଭାରତୀଙ୍କ ସହ ବୁଧବାର ରାତିରେ ଗଣପତିଙ୍କର ଝଗଡ଼ା ହୋଇଥିଲା। ଏହା ପରେ ତାଙ୍କ ସ୍ତ୍ରୀ ବାଳ କଳା କରିବାକୁ ବ୍ୟବହାର କରାଯାଉଥିବା ଏକ ତୈଳ ପଦାର୍ଥ ପିଇ ଦେଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ପାଇଖାନାରେ ଗଣପତିଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା।

ପୋଲିସ୍ ଘଟଣାର ତଦନ୍ତ କରୁଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story