ବ୍ରହ୍ମପୁର: ସଡ଼କ ଦୁର୍ଘଟଣାରେ ୨ ମୃତ, ୫ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦ ନଗର ଛକରେ ଆଜି ଏକ ଅଟୋ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛ ପଟରୁ ଧକ୍କା ଦେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ କନିଷି ହାଟର କୈଳାସ ଚନ୍ଦ୍ର ଦଳେଇ ଓ ଭାଲିଆଗଡ଼ର ଆଦି ଆମ୍ମା। ଡ୍ରାଇଭରଙ୍କ ସମେତ ଦୁଇ ଜଣ ପୁରୁଷ ଓ ତିନି ଜଣ ମହିଳାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି […]

barhampur

barhampur

Rakesh Mallick
  • Published: Monday, 15 August 2016
  • Updated: 15 August 2016, 03:28 PM IST

Sports

Latest News

barhampurବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦ ନଗର ଛକରେ ଆଜି ଏକ ଅଟୋ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛ ପଟରୁ ଧକ୍କା ଦେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ କନିଷି ହାଟର କୈଳାସ ଚନ୍ଦ୍ର ଦଳେଇ ଓ ଭାଲିଆଗଡ଼ର ଆଦି ଆମ୍ମା। ଡ୍ରାଇଭରଙ୍କ ସମେତ ଦୁଇ ଜଣ ପୁରୁଷ ଓ ତିନି ଜଣ ମହିଳାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ମୃତକ ଓ ଆହତ ମାନେ ଅଟୋରେ କୁଠାରସିଂ ପଞ୍ଚାୟତରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ କୈଳାସଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡ଼ିକାଲ ନିଆଯାଉଥିବା ବାଟରେ ବେଳେ ଆଦି ଆମ୍ମାଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos