ବ୍ରହ୍ମପୁର: ସାମ୍ଭାବ୍ୟ ବାତ୍ୟା ଭୟରେ ସମୁଦ୍ର ଉପକୂଳରେ ପୂଜାର୍ଚ୍ଚନା

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ଭୟ ଘାରିଛି ଗଞ୍ଜ।ମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ବାସିନ୍ଦାଙ୍କୁ। ପୂର୍ବରୁ ୩ଟି ବାତ୍ୟାକୁ ସାମ୍ନା କରିଥିବା ଅଞ୍ଚଳବାସୀ ଏବେ ସମୁଦ୍ରକୁ ଶାନ୍ତ କରିବା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଜିଲ୍ଲାର ଧବଳେଶ୍ୱର ବେଳାଭୂମିକୁ ହୁଳହୁଳି ଓ ବାଜା ବଜାଇ ଅଞ୍ଚଳବାସୀ ସମୁଦ୍ରକୂଳକୁ ଯାଇ ସମୂହ ଦୀପଦାନ ସହ ସମୁଦ୍ରକୁ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ଆଶଙ୍କ।ରୁ ମୁକ୍ତି ପାଇଁ ଏଭଳି ପୂଜାର୍ଚ୍ଚନା କରାଯାଇଥିବା ପୂଜକ କମଳାକାନ୍ତ କହିଛନ୍ତି । ସୂଚନାଯୋଗ୍ୟ, […]

bramhapur

bramhapur

Rakesh Mallick
  • Published: Monday, 05 October 2015
  • Updated: 05 October 2015, 04:30 PM IST

Sports

Latest News

bramhapurବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ଭୟ ଘାରିଛି ଗଞ୍ଜ।ମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ବାସିନ୍ଦାଙ୍କୁ। ପୂର୍ବରୁ ୩ଟି ବାତ୍ୟାକୁ ସାମ୍ନା କରିଥିବା ଅଞ୍ଚଳବାସୀ ଏବେ ସମୁଦ୍ରକୁ ଶାନ୍ତ କରିବା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଜିଲ୍ଲାର ଧବଳେଶ୍ୱର ବେଳାଭୂମିକୁ ହୁଳହୁଳି ଓ ବାଜା ବଜାଇ ଅଞ୍ଚଳବାସୀ ସମୁଦ୍ରକୂଳକୁ ଯାଇ ସମୂହ ଦୀପଦାନ ସହ ସମୁଦ୍ରକୁ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ଆଶଙ୍କ।ରୁ ମୁକ୍ତି ପାଇଁ ଏଭଳି ପୂଜାର୍ଚ୍ଚନା କରାଯାଇଥିବା ପୂଜକ କମଳାକାନ୍ତ କହିଛନ୍ତି ।bramhapur1

ସୂଚନାଯୋଗ୍ୟ, ୧୯୯୯ରେ ମହାବାତ୍ୟା, ୨୦୧୩ରେ ଫ।ଇଲିନ୍ ଓ ୨୦୧୪ରେ ଆସିଥିଲା ହୁଡହୁଡ୍। ଏସବୁ ପ୍ରକୃତିକ ଦୁର୍ବିପାକ ଘଟିଥିଲା ଅକ୍ଟୋବରରେ। ଏବେ ପୁଣି ଅକ୍ଟୋବର ମାସ ଆସି ଯାଇଥିବାରୁ ସମୁଦ୍ର ଉପକୂଳବର୍ତ୍ତୀ ଲୋକେ ଭୟଭୀତ ହୋଇପଡିଛନ୍ତି । ଗଞ୍ଜ।ମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଲୋକେ ପର୍ଯ୍ୟାୟକ୍ରମେ ଧବଳେଶ୍ୱର ମନ୍ଦିର ଓ ସମୁଦ୍ରକୁ ଶାନ୍ତ କରିବା ପାଇଁ ପୂଜା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story